ଟ୍ରମ୍ପ ଙ୍କୁ ଭାରତର କଡ଼ା ଜବାବ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଧମକ୍ । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ଭାରତକୁ ଟାରିଫ୍ ର ଧମକ୍ ଦେଇ ଚାଲିଛନ୍ତି ଟ୍ରମ୍ପ । ଅତିରିକ୍ତ ଶୁଳ୍କ ଲଗାଇବାର ଧମକ ପରେ ଭାରତ...
ମ୍ୟାଲେରିଆ ସଂକ୍ରମଣ ବଢ଼ାଇଲାଣି ଚିନ୍ତା
ସାରା ରାଜ୍ୟରେ ଚିନ୍ତା ବଢ଼ାଇଲାଣି ମ୍ୟାଲେରିଆ ଆତଙ୍କ। ଫେଲ୍ ମାରିଛି ଦମନ ଅଭିଯାନ। ଲଗାତାର ତୃତୀୟ ବର୍ଷ ପାଇଁ ମ୍ୟାଲେରିଆ ସଂକ୍ରମଣରେ ଦେଶରେ ଏକ ହୋଇଛି ଓଡ଼ିଶା । କିନ୍ତୁ ଏବେ ମ୍ୟାଲେରିଆ ଦମନ ଯୋଜନା ଫେଲ ମାରିଛି...
ଉତ୍ତରକାଶୀରେ ପ୍ରକୃତିର ତାଣ୍ଡବ
ଉତ୍ତରାଖଣ୍ଡର ଉତ୍ତରକାଶୀରେ ପୁଣି ଜଳ ପ୍ରଳୟ । ଗଙ୍ଗୋତ୍ରୀ ଧାମ ଓ ମୁଖୱା ନିକଟରେ ବାଦଲ ଫଟା ବର୍ଷା ହେବା ଦ୍ବାରା ଆସିଲା ଜଳ ପ୍ରଳୟ । ବାଦଲ ଫାଟିବା କାରଣରୁ ମଙ୍ଗଳବାର ପାହାଡ଼ ଉପରୁ ଦ୍ରୁତ ଗତିରେ ପାଣି...
ଭାରତ ବିରୋଧରେ ପାକିସ୍ତାନ ର ଷଡ଼ଯନ୍ତ୍ର ; ମୋହରା ସାଜିଛି ବାଂଲାଦେଶ
ଅପରେସନ୍ ସିନ୍ଦୂର’ ପରେ ଭାରତ ସହ ମୁହଁମୁହିଁ ହେବାର ସାହସ ହରାଇଛି ପାକିସ୍ତାନ। ଏବେ ନୂଆ ଚାଲ ଖେଳିବା ପ୍ରୟାସରେ ଅଛି। ଆମେରିକା ଶକ୍ତି ରେ ନିଜକୁ ଶକ୍ତିଶାଳି ଭାବି, ବାଂଲାଦେଶକୁ ମୋହରା ବନେଇ ଭାରତକୁ ପୂର୍ବଦିଗରୁ ଘେରିବା ଷଡଯନ୍ତ୍ର...
ଏଫଏମ୍ କଲେଜ ଛାତ୍ରୀ ପୋଡ଼ି ଘଟଣାରେ ବଡ଼ ଖୁଲାସା
ବାଲେଶ୍ବର ଏଫଏମ କଲେଜରେ ଛାତ୍ରୀ ପୋଡ଼ି ଘଟଣାରେ ମିଳିଛି ବଡ଼ ଅପଡେଟ୍ । ମିଳିଥିବା ସିସିଟିଭି ଫୁଟେଜ୍ ଅନୁସାରେ , ଘଟଣା ଦିନ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କ ସହ ମିଟିଙ୍ଗ ପରେ ବାହାରକୁ ଯାଇଥିଲେ । ସେଠାରୁ ନିଜେ ...
ଟ୍ରମ୍ପ୍ଙ୍କ ଭାରତକୁ ଟାର୍ଗେଟ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ବିରୋଧରେ ଏକ କଡ଼ା ମନ୍ତବ୍ୟ ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଭାରତ ଋଷ୍ ଠାରୁ ଶସ୍ତାରେ ତେଲ କିଣି ତାହାକୁ ବିକ୍ରି କରି ପ୍ରଚୁର ଲାଭ କମାଉଛି ।...
ଓଟିଇଟି ପ୍ରଶ୍ନ ପତ୍ର ଚୋରି ମାମଲା;ଉତ୍ତର ପିଛା ନେଉଥିଲେ ୫ ହଜାର ଟଙ୍କା
ଜେଲ୍ ଗଲେ ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ନିହାର ମହାନ୍ତି । କୋର୍ଟରେ ତାଙ୍କୁ ହାଜର କରାଯିବା ପରେ ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ ଏବଂ ନିହାର ମହାନ୍ତିଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ...
ଏଫ୍ଏମ୍ କଲେଜ ଛାତ୍ରୀଙ୍କ ସହପାଠୀଙ୍କ ଗିରଫଦାରୀ ନିନ୍ଦା କଲା ଏବିଭିପି, କହିଲେ ଗଭୀର ରାଜନୈତିକ ଷଡ଼ଯନ୍ତ୍ର
ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଦୁଇ ସହପାଠୀଙ୍କୁ ଗିରଫଦାରୀକୁ ନିନ୍ଦା କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏହା ଗଭୀର ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛି ଏବିଭିପି । ରାଜ୍ୟ ଏବିଭିପି ପକ୍ଷରୁ...
ବାଲେଶ୍ଵର ଛାତ୍ରୀ ଆତ୍ମାହୁତି ମାମଲା ରେ ୨ ଜଣ ଛାତ୍ର ଗିରଫ
ଏଫଏମ୍ ଛାତ୍ରୀ ଆତ୍ମାହୁତି ଘଟଣା । ୨ ଛାତ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଶୁଭସମ୍ୱିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ ଗିରଫ । ଗିରଫ ପରେ କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ । ଛାତ୍ରୀଙ୍କ ଆତ୍ମାହୁତିର ୨୦ ଦିନ...
ଦୁଇ ଦେଶ ମଧ୍ୟରେ ହେବ କି ବଡ଼ ଯୁଦ୍ଧ
ତେବେ ଋଷ୍ ଓ ଆମେରିକା ମଧ୍ୟରେ ଦିନକୁ ଦିନ ତିକ୍ତତା ବଢ଼ିବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଋଷ୍ର ପୂର୍ବତନ ରାଷ୍ଟ୍ରପତି ତଥା ପୁଟିନଙ୍କୁ କଡ଼ା ଜବାବ ଦେବା ପରେ ଟ୍ରମ୍ପ ଅତ୍ୟନ୍ତ ଚିଡ଼ିଯାଇଛନ୍ତି । ଋଷର...


















