28.9 C
Bhubaneswar
Thursday, July 30, 2026
-Advertisement-

ବିଜେଡିକୁ ଉପାସନାଙ୍କ ୩ ମାଙ୍କଡ ଉପାଖ୍ୟାନ

ବ୍ରହ୍ମଗିରିର ବିଜେପି ବିଧାୟିକା ଉପାସନା ମହାପାତ୍ର , ନାଁ ନ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି,ଆମେ ସାଇକ୍ଲୋନ ଭଳିଆ ଆଗେଇ ଯାଉଛୁ। ଆଉ ଆଗକୁ ଅଟକିବୁ ନାହିଁ। ଏଇଟା ଥିଲା ଟ୍ରେଲର। ଆଗକୁ ପୂରା...

ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ; ଦୋଷୀକୁ ମିଳିଲା ଜେଲ୍ ଦଣ୍ଡ

ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତକୁ ଏକବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଅତିରିକ୍ତ ଦୌରା ଜଜ୍ ।ଗତବର୍ଷ ଅକ୍ଟୋବର ୨୮ ତାରିଖରେ ଛତିଶଗଡରୁ ମହାପ୍ରଭୁଙ୍କୁ ଦର୍ଶନ...

ଓଲିଉଡ୍ ଅଭିନେତା ସାତ୍ୟକି ମିଶ୍ରଙ୍କୁ ହତ୍ୟା ଧମକ

ସାତ୍ୟକି ମିଶ୍ରଙ୍କୁ ମିଳିଛି ହତ୍ୟା ଧମକ । କଟକ ପୁରୀଘାଟ ଥାନାରେ ସାତ୍ୟକି ମିଶ୍ର ଅଭିଯୋଗ କରିବା ପରେ,ଆଜି ଡିସିପିଙ୍କୁ ଭେଟି ଜଣାଇଛନ୍ତି । ସାତ୍ୟକୀ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ,ସାତ୍ୟକିଙ୍କ ଜେଜେ ବାପା ତାଙ୍କ ବାପା ନୃସିଂହ ପ୍ରସାଦ...

ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆସନ୍ତା ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହେବ । ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ୍ ପରୀକ୍ଷା ହେବ । ଏ ନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଶ୍ରୀକାନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଧାନ ମଣ୍ଡିରେ ଅବ୍ୟବସ୍ଥା ଏବଂ ଧାନ ସଂଗ୍ରହରେ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ବିଫଳତା ଯୋଗୁ,ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ ନିଜ ଚିଠିରେ ଲେଖିଛନ୍ତି ଯେ, ଓଡ଼ିଶାର ଜୀବନ ରେଖା କୃଷି...

ବିହାରରେ ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା

ବିହାରରେ ଶିଶୁକନ୍ୟାକୁ ଦୁଷ୍କର୍ମ । ବାହାର ଦରଭଙ୍ଗାର ବିଶ୍ୱବିଦ୍ୟାଳୟ ଥାନା ଅଞ୍ଚଳରେ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ରବିବାର ସକାଳେ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ମିଳିବା ପରେ, ଉତ୍ତ୍ୟକ୍ତ ଲୋକମାନେ ଅଭିଯୁକ୍ତଙ୍କ ଦୋକାନରେ ନିଆଁ ଲଗାଇ...

୯୫୫ ସାଇବର୍ ଅପରାଧୀ ଗିରଫ

ଦିଲ୍ଲୀ ପୋଲିସ ସାଇବର୍ ଅପରାଧୀଙ୍କ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ଅପରେସନ୍ ସାଇହକ୍ ୩.୦ ଅଧୀନରେ ଦିଲ୍ଲୀ ସହିତ ବିଭିନ୍ନ ରାଜ୍ୟରେ ଚଢାଉ କରିଥିଲା । ଚଢାଉରେ ୯୫୫ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏବେ ତୃତୀୟ ଅଭିଯାନ...

ଭାରତୀୟ ଛାତ୍ରଙ୍କୁ ଋଷରେ ଆକ୍ରମଣ

ରୁଷର ଉଫାରେ ଏକ ମେଡିକାଲ ବିଶ୍ୱବିଦ୍ୟାଳୟରେ ଚାରି ଜଣ ଭାରତୀୟ ଛାତ୍ରଙ୍କୁ ଛୁରାମାଡ଼ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଚାରି ଜଣ ଭାରତୀୟ ଛାତ୍ରଙ୍କ ସହିତ ଅନେକ ଲୋକ ଆହତ ହୋଇଛନ୍ତି। ଭାରତୀୟ ଦୂତାବାସ ଶନିବାର ରାତିରେ ଏହି ଘଟଣାର...

ଆଉ ଲଢ଼ିବିନି ନିର୍ବାଚନ:ଖଣି ମନ୍ତ୍ରୀ ବିଭୂତି ଜେନା

ଖଣି ମନ୍ତ୍ରୀ ବିଭୂତି ଜେନା ନେଇଛନ୍ତି ବଡ଼ ନିଷ୍ପତ୍ତି । ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ହଠାତ୍ ସେ କଣ ପାଇଁ ଏଭଳି ନିଷ୍ପତି ନେଲେ, ତାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।...

୧୫ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ;ମାଓମୁକ୍ତ ହେଲା ରାୟଗଡ଼ା

ଦିନକୁ ଦିନ ଭୁସୁଡ଼ିବାରେ ଲାଗିଛି ମାଓ ସଙ୍ଗଠନ । ସରକାରଙ୍କ ମାଓଦମନ ନୀତିରେ ଜଣକ ପରେ ଜଣେ ଟପ୍ ମାଓ ନେତା ଓ ସେମାନଙ୍କ ସାଥୀମାନେ ଆତ୍ମସମର୍ପଣ କରୁଛନ୍ତି। କିଛଦିନ ପୂର୍ବେ କୋରାପୁଟ ମାଓମୁକ୍ତ ହେବା ପରେ ଏବେ ରାୟଗଡ଼ା...
- Advertisement -

Latest article

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...