27.1 C
Bhubaneswar
Wednesday, April 29, 2026
-Advertisement-

ସତର୍କ ରହିବାକୁ ବାର୍ତ୍ତା ଦେଲେ ଶଶି ଥରୁର

ଭାରତ–ଆମେରିକା ସମ୍ପର୍କ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ରମ୍ପଙ୍କୁ ଦେଇଥିବା ଉତ୍ତରକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ପ୍ରତିକ୍ରିୟା ଦେଇଛନ୍ତି । ସେ ରବିବାର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ତୁରନ୍ତ ଦବାରେ ଥିଲା, ଉଭୟ ଦେଶର ସରକାର...

ଉପରାଷ୍ଟ୍ରପତି ନିର୍ବାଚନ ରେ ଭୋଟ ଦେବନି ବିଜେଡ଼ି

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଓଡିଶାରେ ବଡ ରାଜନୀତିକ ଘଟଣା ଘଟିଛି । ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିବ ରାଜ୍ୟର ମୁଖ୍ୟ ବିରୋଧୀ...

୨୬ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କଲା ନେପାଳ

ଲୋକପ୍ରିୟ ୨୬ଟି ସୋସିଆଲ୍ ମିଡିଆ ଏବଂ ଯୋଗାଯୋଗ ପାଇଁ ବହୁଳ ବ୍ୟବହାର ହେଉଥିବା ଆପ୍‌କୁ ନିଷିଦ୍ଧ କରିଛି ନେପାଳ । ସମସ୍ତ ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନେପାଳ ସରକାର । ଏନେଇ ନେପାଳ ସରକାରଙ୍କ...

ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ଇସ୍ତଫା ଘୋଷଣା

ଜାପାନରେ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ଅଚାନକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ଜୁଲାଇରେ ଅନୁଷ୍ଠୀତ ସଂସଦୀୟ ନିର୍ବାଚନରେ ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରିବା ପାର୍ଟି ମଧ୍ୟରେ ବଢୁଥିବା ଦାବି ପରେ ରବିବାର ପ୍ରଧାନମନ୍ତ୍ରୀ...

ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ ଓ ମନମୋହନ ସାମଲ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣିଥରେ ଦିଲ୍ଲୀ ଗସ୍ତ କରିଛନ୍ତି। ଶନିବାର ରାତିରେ ସେ ଦିଲ୍ଲୀ ପହଞ୍ଚିଥିଲେ। କେବଳ ଏକ ଦିନ ପୂର୍ବରୁ ସେ ଦିଲ୍ଲୀରୁ ଫେରିଥିବାରୁ, ଏହି ପୁନଃଗସ୍ତକୁ ନେଇ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି।...

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କିଏ କାହାକୁ କରୁଛି ସମର୍ଥନ

ଭାରତର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ହେବ। ଏଥିରେ ଏନଡିଏ ପକ୍ଷରୁ ସି.ପି. ରାଧାକୃଷ୍ଣନ ଓ ଇଣ୍ଡିପେଣ୍ଡେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ମଧ୍ୟରେ ମୁକାବିଲା ହେବ। ଗତମାସରେ ସ୍ୱାସ୍ଥ୍ୟଗତ କାରଣରୁ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ...

ଭୁବନେଶ୍ୱର ରେ ୧୬ ବର୍ଷର ନାବାଳକ ନିଖୋଜ

ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ୧୬ ବର୍ଷର ଏକ ନାବାଳକ ଗତ ୪ ଦିନ ଧରି ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ପରିବାରରୁ ମିଳିଥିବା ସୂଚନା ଅନୁସାରେ, ପୁଅ କରାଟେ କ୍ଲାସ୍ ପାଇଁ ବାହାରିଥିଲେ କିନ୍ତୁ ଏବେ ସୁଦ୍ଧା ଘରକୁ...

ଆମେରିକା ବ୍ୟାନ୍ କରିପାରେ ‘Gmail’

ଭାରତ - ଆମେରିକା ସହ ସମ୍ପର୍କ ବେଶି ଖରାପ ହେଲେ ଆମେରିକା ଭାରତ ପାଇଁ ନେଇପାରେ କଠୋର ନିଷ୍ପତ୍ତି । ଭାରତ ପାଇଁ ଜି ମେଲ୍ ବ୍ୟାନ୍ କରିପାରେ ଆମେରିକା । ଯାହାଦ୍ଵାରା ଅନ୍ୟ ଆପ୍ ଯେମିତିକି ଫେସବୁକ,...

ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଗ୍ରାଉଣ୍ଡରେ ଫୁଟିଲା ବୋମା

ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଏକ କ୍ରିକେଟ୍ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୋଲିସ କହିଛି ଯେ ଏହି ବିସ୍ଫୋରଣ...

ୟୁକ୍ରେନ ଉପରେ ଋଷ ର ମିଶାଇଲ ମାଡ଼

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ବଡ଼ ରୂପ ନେଉଛି। ଖବର ଆସୁଛି ଯେ ରୁଷ ପୁଣି ଥରେ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହି ଆକ୍ରମଣରେ ଅତି...
- Advertisement -

Latest article

୯୦ ବର୍ଷରେ ପାଦ ରଖିଲା ଓଡ଼ିଆ ସିନେମା

ଭୁବନେଶ୍ୱର: ୧୯୩୬ ଏପ୍ରିଲ୍ ୨୮ରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ ସହ ଆରମ୍ଭ ହୋଇଥିବା ଓଲିଉଡ୍‌ର ଯାତ୍ରା ଆଜି ୯୦ ବର୍ଷ ପୂରଣ କରିଛି। ଏହି ଅବସରରେ ସମଗ୍ର...

ନୂଆଦିଲ୍ଲୀରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଘାଟିତ

ନୂଆଦିଲ୍ଲୀ: ଆଜି 'ନ୍ୟାସନାଲ କ୍ରାଫ୍ଟସ ମ୍ୟୁଜିୟମ' ନୂଆଦିଲ୍ଲୀ ଠାରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଆସାମର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ନେଇ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । କେନ୍ଦ୍ର...

ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବ ନାହିଁ ସ୍ପଷ୍ଟ କଲା କଂଗ୍ରେସ

ଭୁବନେଶ୍ୱର:ରାଜ୍ୟ ରାଜନୀତିରେ କଂଗ୍ରେସ ଏବଂ ବିଜେଡି ମଧ୍ୟରେ ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆସନ୍ତା ପଞ୍ଚାୟତ ନିର୍ବାଚନରେ କୌଣସି ମେଣ୍ଟ ହେବ ନାହିଁ ସ୍ପଷ୍ଟ କରିଛି କଂଗ୍ରେସ ।...