ଯୁଦ୍ଧକୁ ନେଇ ଇରାନରେ ରାଷ୍ଟ୍ରପତି ଏବଂ ଆଇଆରଜିସି ମୁଖ୍ୟଙ୍କ ମଧ୍ୟରେ ମତଭେଦ
ସୂଚନା ଅନୁଯାୟୀ,ଇରାନରେ ଯୁଦ୍ଧ ଶେଷ କରିବା ନେଇ ରାଷ୍ଟ୍ରପତି ପେଜେସ୍କିଆନ ଏବଂ IRGC ମୁଖ୍ୟ ଅହମଦ ଭାହିଦିଙ୍କ ମଧ୍ୟରେ ମତଭେଦ ଥିବା ରିପୋର୍ଟ ପ୍ରକାଶ ପାଇଛି। ପେଜେସ୍କିଆନଙ୍କୁ ଜଣେ ମଧ୍ୟମବାଦୀ ଭାବରେ ବିବେଚନା କରାଯାଏ, ଯେତେବେଳେ IRGC ମୁଖ୍ୟ...
ଇରାନର ଶକ୍ତି ଭିତ୍ତିଭୂମି ଉପରେ ୧୦ ଦିନ ଆକ୍ରମଣ ହେବ ନାହିଁ: ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ପାଇଁ ସମୟସୀମା ୬ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ସେ ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ୧୦ ଦିନ ପାଇଁ ବନ୍ଦ...
ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସାରା ଭାରତ ଉପରେ ପଡ଼ିଛି । ଏହି ସଙ୍କଟ ପରିସ୍ଥିତିକୁ କିପରି ସଫଳତାର ସହିତ ମୁକାବିଲା କରାଯିବ ସେଥିପାଇଁ ସତର୍କତାର ସହିତ ଭାରତ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟରେ...
ଇରାନ ନୌସେନାର କମାଣ୍ଡର, ତାଙ୍ଗସିରିଙ୍କ ମୃତ୍ୟୁ
ଇରାନକୁ ଲାଗିଛି ଶକ୍ତ ଝଟକା । ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ନୌସେନାର କମାଣ୍ଡର ରିଅର ଆଡମିରାଲ ଆଲିରେଜା ତାଙ୍ଗସିରିଙ୍କ ମୃତ୍ୟୁ ହୋଇଥିବାର ଦାବି କରିଛି ଇସ୍ରାଏଲ୍ । ଜଣେ ଇସ୍ରାଏଲୀ ଅଧିକାରୀ ଦାବି କରିଛନ୍ତି ଯେ ଆମେରିକା-ଇସ୍ରାଏଲର ମିଳିତ...
ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ପାକିସ୍ତାନରେ ହେବ ଆଲୋଚନା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ଆଲୋଚନା ପାକିସ୍ତାନରେ ହୋଇପାରେ। ଟ୍ରମ୍ପ ସୋସିଆଲ ମିଡିଆରେ,ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ନିମନ୍ତ୍ରଣର ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି।...
୫ ଦିନ ଇରାନ ଉପରେ ବନ୍ଦ ରହିବ ଆକ୍ରମଣ; ଡୋନାଲ୍ଡ ଟ୍ରମ୍ପ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତେଜନା ମଧ୍ୟରେ ,ଇରାନ ବିରୋଧରେ ଆକ୍ରମଣ ସ୍ଥଗିତ ରଖିଲା ଆମେରିକା। ଶକ୍ତି କେନ୍ଦ୍ର ଉପରେ ୫ ଦିନ ପାଇଁ ସମସ୍ତ ପ୍ରକାରର ଆକ୍ରମଣ ବନ୍ଦ ରଖିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...
ମଧ୍ୟପ୍ରାଚ୍ୟ ଉତ୍ତେଜନାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶକ୍ତି ପ୍ରସ୍ତୁତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ...
ହର୍ମୁଜ ଆଇଲାଣ୍ଡ ନିକଟରେ ବଡ଼ ହମଲା କଲା ଇରାନ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଇସ୍ରାଏଲ ଓ ଆମେରିକା ଦ୍ଵାରା ଇରାନ ଉପରେ ଆକ୍ରମଣ ଜାରି ରହିଛି ଓ ଇରାନ ମଧ୍ୟ ଆକ୍ରମଣ କରୁଛି। ଇରାନୀ ଗଣମାଧ୍ୟମ ଦାବି କରିଛି ଯେ ହର୍ମୁଜ୍...
ଉଦ୍ଦେଶ୍ୟ ହାସଲ ନିକଟତର ହେଲା; ଡୋନାଲ୍ଡ ଟ୍ରମ୍ପ
ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଆଜିକୁ ୨୨ ଦିନରେ ପହଞ୍ଚିଛି କିନ୍ତୁ ଏବେବି ପରିସ୍ଥିତି ଖରାପ ଆଡ଼କୁ ଯାଉଛି। ଉଭୟ ପକ୍ଷ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ...
ଇସ୍ରାଏଲର ଷ୍ଟ୍ରାଇକରେ IRGCର ମୁଖପାତ୍ର ଅଲୀ ମହମ୍ମଦ ନୈନିଙ୍କ ମୃତ୍ୟୁ
ମଧ୍ୟପ୍ରାଚ୍ୟରେ ଜାରି ଯୁଦ୍ଧ ଦିନକୁ ଦିନ ଅଧିକ ବଡ ରୂପ ନେଉଛି ଓ ଚାଲିଛି ଲଗାତାର ହମଲା । ଏହା ମଧ୍ୟରେ ଇରାନର ରାଜଧାନୀ ତେହରାନରୁ ଆସିଛି ବଡ ଖବର । ଇରାନର ସରକାରୀ ମିଡିଆ...
















