ପୁଣି ବିଜେଡ଼ିକୁ ଶକ୍ତ ଝଟକା
ଭଦ୍ରକରେ ବିଜେଡିକୁ ଲାଗିଛି ପୁଣି ଏକ ଝଟ୍କା। ଆଜି ବିଜେଡିରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ବାଳ। ବାସୁଦେବପୁର ବ୍ଳକ ଅଧ୍ୟକ୍ଷ ନଗେଦ୍ର ପ୍ରସାଦ ବିଶ୍ଵାଳ ବ୍ୟକ୍ତିଗତ...
ବିଜେଡ଼ିକୁ ପୁଣି ଏକ ବଡ଼ ଝଟକା
ଭଦ୍ରକରେ ବିଜୁ ଜନତା ଦଳକୁ ଲାଗିଛି ପୁଣି ଏକ ବଡ଼ ଝଟକା । ଭାଙ୍ଗୁଛି ବିଜେଡ଼ି ଦଳ । ଭଦ୍ରକ ଜିଲ୍ଲାର ତିନି ଜଣ ବ୍ଲକ୍ ଅଧ୍ୟକ୍ଷା ଦଳରୁ ଇସ୍ତଫା ଦେଇଛନ୍ତି । ସେମାନେ ହେଲେ ବନ୍ତ ବ୍ଲକ୍...
ପୂର୍ବତନ ହଣ୍ଡୁରାସ ରାଷ୍ଟ୍ରପତିଙ୍କୁ କ୍ଷମା ଦେଲେ ଟ୍ରମ୍ପ
ପୂର୍ବତନ ହଣ୍ଡୁରାସ ରାଷ୍ଟ୍ରପତି ଜୁଆନ ଅର୍ଲାଣ୍ଡୋ ହର୍ନାଣ୍ଡେଜଙ୍କୁ କ୍ଷମା ପ୍ରଦାନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ଡ୍ରଗ୍ସ ଚାଲାଣ ଅଭିଯୋଗରେ ସଜା କାଟୁଛନ୍ତି ଏବଂ ନ୍ୟୁୟର୍କର ଏକ ଫେଡେରାଲ୍ ଜେଲରେ ବନ୍ଦୀ ଅଛନ୍ତି। ପୂର୍ବତନ...
ରୁଷ ସଂସଦ ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ରୁଷ ସଂସଦ ଭାରତ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତିନାମାକୁ ଅନୁମୋଦନ କରିବାକୁ ଯାଉଛି। ଏହି ବର୍ଷ ଫେବୃଆରୀରେ ଭାରତ ଏବଂ ରୁଷ ୨୦୨୫ ପାଇଁ ପାରସ୍ପରିକ ଆଦାନପ୍ରଦାନ ଲଜିଷ୍ଟିକ୍ସ...
ବିଧାନସଭାରେ ୧୭,୪୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ
ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି । ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ବିଧାନସଭାର ଅନୁମୋଦନ ପାଇଁ ଉପସ୍ଥାପନ ହୋଇଛି । ଆର୍ଥିକ ବର୍ଷ ୨୦୨୫-୨୬...
ବିଜେଡି ନେତା ମନ୍ମଥ ରାଉତରାୟଙ୍କ ନାଁରେ ଥାନାରେ ମାମଲା ରୁଜୁ
ବିଜେଡି ନେତା ମନ୍ମଥ ରାଉତରାୟଙ୍କ ନାମରେ ମାମଲା ରୁଜୁ। ମନ୍ମଥଙ୍କ ବିରୋଧରେ ଭୁବନେଶ୍ୱର ସାଇବର ଥାନା ମାମଲା ରୁଜୁ କରିଛି । ବିଜେପି ଲିଗାଲ ସେଲ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି...
ବିଧାନସଭାକୁ ଶ୍ରେୟ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭା ଗୃହକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ବିଧାନସଭାକୁ ପୁଣି ଥରେ ଆସି ଘରକୁ ଫେରିବା ଭଳି ଅନୁଭୂତ ହେଉଛି । ନିଜ ଆଚରଣ ଏବଂ ଉଚ୍ଚାରଣରେ ସଂଯମତା ରଖିବାକୁ...
ଓଡିଶା ସରକାର ଙ୍କୁ ଉଚନ୍ୟାଳୟ ରୁ ଝଟକା, ଶିକ୍ଷା କ୍ଷେତ୍ରରୁ ରାଜନୀତି କି ଦୁରେଇ ରଖନ୍ତୁ
ଶିକ୍ଷକ ବଦଳିରେ ରାଜନୈତିକ ହସ୍ତକ୍ଷେପକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଜାରି କରିଥିବା ଚିଠିକୁ ଗୁରୁବାର ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବଦଳି ପାଇଁ ସାଂସଦ ଏବଂ ବିଧାୟକଙ୍କୁ ଯେଉଁ...
ଓଡ଼ିଶାରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ
ଓଡ଼ିଶାରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ବର୍ତ୍ତମାନ ରାଷ୍ଟ୍ରପତି ରାଜଭବନରେ ଅଛନ୍ତି । ଆଉ କିଛି ସମୟ ପରେ ବିଧାନସଭାରେ ପହଁଚି ଗୃହକୁ ସମ୍ବୋଧିତ କରିବେ । ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ...
ଦକ୍ଷିଣ ଆଫ୍ରିକାକୁ ଜି୨୦ ଶିଖର ସମ୍ମିଳନୀରେ ନିମନ୍ତ୍ରଣ କରିବିନି:ଟ୍ରମ୍ପ
ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆସନ୍ତା ବର୍ଷ ଫ୍ଲୋରିଡାରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାକୁ ନିମନ୍ତ୍ରଣ କରାଯିବ ନାହିଁ। ଗତ ସପ୍ତାହରେ, ଆମେରିକା ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା ନେତାଙ୍କ ସମ୍ମିଳନୀକୁ ବର୍ଜନ...


















