31.1 C
Bhubaneswar
Saturday, October 24, 2026
-Advertisement-

ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ସଂଧ୍ୟାରେ ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡିଶାରେ ପହଞ୍ଚିବେ । କଟକ ଓ ଭୁବନେଶ୍ବରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଆସନ୍ତାକାଲି...

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ୱର ହୋତା

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜେଡ଼ି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଏବଂ କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ନାମାଙ୍କନ ଦାଖଲ କରିଛନ୍ତି । ଗୁରୁବାର ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ୩ୟ ଆସନ ପାଇଁ ବିଜେଡି ପ୍ରାର୍ଥୀ...

ମଧ୍ୟପ୍ରାଚ୍ୟରେ ଯୁଦ୍ଧ;ଇରାନରେ ମୃତ୍ୟୁ ସଂଖ୍ୟା ୧,୪୦୫କୁ ବୃଦ୍ଧି

ମଧ୍ୟପ୍ରାଚ୍ୟରେ ଇରାନ ସହିତ ଯୁଦ୍ଧ ଆଜିକୁ ଷଷ୍ଠ ଦିନରେ ପହଞ୍ଚିଛି। ଏହା ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ସହିତ ଆରମ୍ଭ ହୋଇଥିଲା, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ହୋଇଥିଲା ଓ ଏହା ପରେ...

ଇରାନକୁ ଖୋଲା ଧମକ୍ ଦେଲା ଇସ୍ରାଏଲ

ଇସ୍ରାଏଲ ଇରାନକୁ ଦେଲା ଖୋଲା ଧମକ । ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ ବୁଧବାର ଚେତାବନୀ ଜାରି କରିଛନ୍ତି , ସେ କହିଛନ୍ତି,ଇରାନର ନୂଆ ଲିଡର ଆମର ଟାର୍ଗେଟରେ ରହିବ । ଆମେ ତାଙ୍କୁ ମଧ୍ୟ ସମାପ୍ତ...

ଇସ୍ରାଏଲ-ଇରାନ ଯୁଦ୍ଧରେ ମଧ୍ୟପ୍ରାଚ୍ୟ ବଜାର ପ୍ରଭାବିତ

ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଇଁ ଅସ୍ଥିର ହୋଇଛି ମଧ୍ୟପ୍ରାଚ୍ୟ ବଜାର । ଯୁଦ୍ଧର ପ୍ରଭାବରେ ଅଶୋଧିତ ତୈଳ, ସେୟାର ବଜାର , ତରଳୀକୃତ ପ୍ରାକୃତିକ ଗ୍ୟାସର ମୂଲ୍ୟକୁ ମଧ୍ୟ ପ୍ରଭାବିତ କରୁଛି। ଯଦି...

ଆମେରିକା-ଇସ୍ରାଏଲ ଆଟାକରେ ଇରାନରେ ୭୮୭ ମୃତ୍ୟୁ

ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣରେ ଇରାନର ପରିସ୍ଥିତି କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି। ଇରାନର ରେଡ କ୍ରିସେଣ୍ଟ ସୋସାଇଟି କହିଛି ଯେ ଶନିବାର ପରଠାରୁ ସାରା ଦେଶରେ ୭୮୭ ଜଣଙ୍କର ମୃତ୍ୟୁ ହୋଇଛି। ରେଡ କ୍ରିସେଣ୍ଟ ଅନୁଯାୟୀ,...

ମନମୋହନ ଓ ସୁଜିତ ହେଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ

ରାଜ୍ୟସଭା ନିର୍ବାଚନ ପାଇଁ ଶାସକ ଦଳ ବିଜେପି ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସାଂସଦ ସୁଜିତ କୁମାରଙ୍କ ନାମରେ ବିଜେପି ମୋହର ମାରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ମଧ୍ୟପ୍ରାଚ୍ୟ ଯୁଦ୍ଧ: ଓଡ଼ିଆଙ୍କ ପାଇଁ ହେଲ୍ସ ଲାଇନ୍ ନମ୍ବର ଜାରି

ମଧ୍ୟପ୍ରାଚ୍ୟରେ ଲାଗିରହିଛି ଯୁଦ୍ଧ । ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟପ୍ରାଚ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ସହଯୋଗ କରିବାକୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।ଏହି ସୂଚନା ଦେଇଛନ୍ତି, ଉଚ୍ଚ ଶିକ୍ଷା ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ...

ହର୍ମୁଜ୍ ପ୍ରଣାଳୀ ବନ୍ଦ୍ କଲା ଇରାନ; ଆକାଶ ଛୁଆଁ ହେବ ତୈଳ ଦର

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରିଥିବା ମଧ୍ୟରେ ଇରାନର ରିଭଲ୍ୟୁସନରୀ ଗାର୍ଡ ସୋମବାର ଏକ ବଡ଼ ଘୋଷଣା କରିଛି ଓ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀକୁ ଜାହାଜ ପାଇଁ ବନ୍ଦ କରିଦିଆଯାଇଛି। ଇରାନର ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏହି ଷ୍ଟ୍ରେଟ୍...

୮ଟି ପାକିସ୍ତାନୀ ପୋଷ୍ଟ ଅକ୍ତିଆର କଲା ଆଫଗାନ ସେନା

ଆଫଗାନସ୍ତାନ ଓ ପାକିସ୍ତାନ ସୀମାରେ ସଂଘର୍ଷ ଆରମ୍ଭ ହେବା ପରେ, ଆଫଗାନର ତାଲିବାନ ବାହିନୀ ସୀମା ପାର କରି ପାକିସ୍ତାନରେ ପ୍ରବେଶ କରି ଅନେକ ସାମରିକ ପୋଷ୍ଟ କବଜା କରିଛନ୍ତି। ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆଫଗାନ ସେନା...
- Advertisement -

Latest article

Programma Fedeltà Winnita: Punti e Ricompense Spiegati

IndiceCome Funziona il Programma Fedeltà di WinnitaGuadagnare Punti: Tassi e CalcoloLivelli VIP e Benefici EsclusiviConvertire i Punti e Ritirare le RicompenseDomande Frequenti e Risoluzione...

Tornei di Slot Betscore e Come Competere

IndiceCos'è un Torneo di Slot e Come FunzionaCome Iscriversi e Partecipare a un Torneo su BetscoreStrategie e Consigli per VincereRegole Comuni e Come Ritirare...

Perché il mio deposito Betscore è stato rifiutato dalla mia banca

Indice1. Motivi comuni per il rifiuto di un pagamento2. Come risolvere il problema passo dopo passo3. Metodi di pagamento alternativi consigliati4. Verifica del conto...