31.1 C
Bhubaneswar
Saturday, October 24, 2026
-Advertisement-

ଆୟତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶରେ ଶୋକଯାତ୍ରା

ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ଖବର ପାଇବା ପରେ ଉତ୍ତର ପ୍ରଦେଶର ସହାରାନପୁର ସହରର ଲୋକମାନେ କରିଛନ୍ତି ଶୋକଯାତ୍ରା । ଆୟତୁଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ଖବର ପାଇବା ପରେ ବହୁ ସଂଖ୍ୟକ ଲୋକ...

ଆମେରିକା ଦୂତାବାସ ଉପରେ ଡ୍ରୋନ ଆକ୍ରମଣ

ବୃଦ୍ଧି ପାଇବାରେ ଲାଗିଛି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ । ସୂଚନା ଅନୁଯାୟୀ ରିୟାଦରେ ଆମେରିକୀୟ ଦୂତାବାସ ଉପରେ ଡ୍ରୋନ ଆକ୍ରମଣ ହୋଇଛି । ସାଉଦି ଆରବ କହିଛି ଯେ ଏହା ଚାରୋଟି ପ୍ରୋଜେକ୍ଟାଇଲକୁ ଖସାଇ ଦେଇଛି।...

ଇରାନ-ଇସ୍ରାଏଲ ଯୁଦ୍ଧରେ ୩ ଭାରତୀୟଙ୍କ ମୃତ୍ୟୁ

ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଧିରେ ଧିରେ ଅନ୍ୟ ଦେଶକୁ ବିସ୍ତାର ହେଉଛି । ଓମାନରେ ତୈଳ ଜାହାଜରେ ହୋଇଥିବା ଆକ୍ରମଣରେ ୩ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି । ସୋମବାର ଓମାନର ମାର୍ଶଲ୍ ଦୀପରେ ଥିବା...

ରାଜ୍ୟସଭା ନିର୍ବାଚନ ପାଇଁ ୧୬ ସେଟ୍ ଫର୍ମ କିଣିଲା ବିଜେପି

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ପରେ ଏବେ ବିଜେପି ମୋଟ ୧୬ଟି ଫର୍ମ କିଣିଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହିତ ୫ ଜଣ ବିଧାୟକ ସରୋଜ ପ୍ରଧାନ, ଆଶ୍ରିତ ପଟ୍ଟନାୟକ, ରଘୁନାଥ ଜଗଦଲା, ଦୁଷ୍ମନ୍ତ...

ସାଉଦି ଆରବର ସବୁଠୁ ବଡ ତୈଳ କମ୍ପାନି ଉପରେ ଇରାନର ଡ୍ରୋନ ଆଟାକ୍

ମଧ୍ୟ ପ୍ରାଚ୍ୟର ଅନେକ ଦେଶରେ ବନ୍ଦ୍ ହେଉନାହିଁ ମିସାଇଲ ମାଡ ଓ ଡ୍ରୋନ ଆଟାକ୍ । ଇରାନ ସାଉଦି ଆରବର ଆରାମକୋର ରାସ ତନୁରା ରିଫାଇନରୀ ଉପରେ ଡ୍ରୋନ ହମଲା କରିଛି । ରାସ୍ ତନୁରା ହେଉଛି ସାଉଦି ଆରବର...

ପ୍ରତିଶୋଧ ନେଲା ତାଲିବାନ; ପାକିସ୍ତାନ ଉପରେ କଲା ଜୋରଦାର ଆକ୍ରମଣ

ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ତାଲିବାନ ପ୍ରଶାସନର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ ଏହା ରାୱଲପିଣ୍ଡିର ନୁର ଖାନ ଏୟାରବେସ୍ ଏବଂ କ୍ୱେଟାର ଦ୍ୱାଦଶ କର୍ପସ ଉପରେ ବିମାନ ଆକ୍ରମଣ କରିଛି ।...

ଆମେରିକା ଓ ଇରାନ ଯୁଦ୍ଧକୁ ନେଇ ଭାରତରେ ହାଇ ଆଲର୍ଟ ଜାରି

ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଭାରତ ସରକାର ଆଲର୍ଟରେ ଅଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟଗୁଡିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଖାମେନିଙ୍କ ମୃତ୍ୟୁ...

ଇରାନର ନୂଆ ନେତା ଅୟାତୋଲ୍ଲା ଅରାଫି

ଆମେରିକା-ଇସ୍ରାଏଲ୍ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ହେବାପରେ, ଅୟାତୁଲ୍ଲା ଅଲିରେଜା ଅରାଫିଙ୍କୁ ଇରାନର ଅନ୍ତରୀଣ ସର୍ବୋଚ୍ଚ ନେତା କରାଯାଇଛି । ଅରାଫିଙ୍କ ବୟସ ହେଉଛି ୬୭ ବର୍ଷ ,ସେ ହେଉଛନ୍ତି ଖାମେନେଇଙ୍କ ଜଣେ ଘନିଷ୍ଠ...

ଇରାନକୁ ପୁଣି ଟାର୍ଗେଟ କରି ତେହରାନରେ ବିସ୍ଫୋରଣ କଲା ଇସ୍ରାଏଲ

ଇସ୍ରାଏଲ ରବିବାର ଇରାନର ରାଜଧାନୀ ତେହରାନରେ ପୁଣି ଥରେ ହମଲା କରିଛି । ଇସ୍ରାଏଲ ତେହରାନର କେନ୍ଦ୍ର ସ୍ଥଳରେ ଟାର୍ଗେଟ୍ କରି ବିସ୍ଫୋରଣ କରୁଛି । ତେହରାନର ପୋଲିସ ମୁଖ୍ୟାଳୟ ଓ ଇରାନ ସରକାରୀ ଟେଲିଭିଜନର...

ଖାମେନିଙ୍କ ମୃତ୍ୟୁର ବଦଲା ନେଲା ଇରାନ;୧୪ଟି ଆମେରିକୀୟ ସାମରିକ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼

ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନିଙ୍କ ମୃତ୍ୟୁ ହୋଇଛି ଏବଂ ଇରାନରେ ୪୦ ଦିନିଆ ଶୋକ ପାଳନ ଘୋଷଣା କରାଯାଇଛି...
- Advertisement -

Latest article

Casoola PWA Install: Salta l’App Store

IndiceCos'è una PWA e Perché Sceglierla per CasoolaGuida Passo-Passo all'Installazione della PWAVantaggi Pratici dell'Utilizzo della PWARisoluzione dei Problemi ComuniBonus ed Esperienza di Gioco sulla...

Programma Fedeltà Winnita: Punti e Ricompense Spiegati

IndiceCome Funziona il Programma Fedeltà di WinnitaGuadagnare Punti: Tassi e CalcoloLivelli VIP e Benefici EsclusiviConvertire i Punti e Ritirare le RicompenseDomande Frequenti e Risoluzione...

Tornei di Slot Betscore e Come Competere

IndiceCos'è un Torneo di Slot e Come FunzionaCome Iscriversi e Partecipare a un Torneo su BetscoreStrategie e Consigli per VincereRegole Comuni e Come Ritirare...