କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମୋହର
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ୯ ଟି ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।...
୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ନୀତିଶ କୁମାର
୧୦ମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ରେକର୍ଡ କରିଛନ୍ତି ନୀତିଶ କୁମାର । ଏହା ସହ ସେ ବିହାରର ସବୁଠାରୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହ ପାଟନାର ଐତିହାସିକ ଗାନ୍ଧୀ...
ଶେଖ୍ ହସିନାଙ୍କୁ ମିଳିଲା ଫାଶୀଦଣ୍ଡ
୨୦୨୪ ରେ ବାଂଲାଦେଶରେ ହୋଇଥିବା ନରସଂହାର ମାମଲାରେ ରାୟ ଶୁଣାଇଛନ୍ତି ବାଂଲାଦେଶ ଇଣ୍ଟରନ୍ୟାସନାଲ୍ କ୍ରାଇମ୍ ଟ୍ରିବୁନାଲ। ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ହାସିନାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଆଇସିଟି। ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ...
ଡ଼ିସେମ୍ବରରେ ଭାରତ ଗସ୍ତରେ ଆସିବେ ଭ୍ଲାଦିମିର ପୁଟିନ୍
ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆସନ୍ତା ଡିସେମ୍ବରରେ ଭାରତ ଗସ୍ତ କରିବେ। ପୁଟିନ ଡିସେମ୍ବର ୫ ତାରିଖରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ସହ-ଅଧ୍ୟକ୍ଷତା କରିବେ।...
ଜୟ ଢୋଲକିଆଙ୍କୁ କରାଗଲା ସ୍ବାଗତ ସମ୍ବର୍ଦ୍ଧନା
ନୂଆପଡ଼ା ବିଧାନସଭା ଉପନିର୍ବାଚନରେ ବିଜୟୀଲାଭ କରିଥିବା ଜୟ ଢୋଲକିଆଙ୍କୁ ରାଜ୍ୟ ବିଜେପି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଜୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...
ଧର୍ମେନ୍ଦ୍ରଙ୍କ ରଣନୀତିରେ ଏନଡିଏର ବିଜୟ
ବିହାରରେ ୨୦୨ ସିଟ ଦଖଲ କରି ଐତିହାସିକ ବିଜୟ ହାସଲ କରିଛି ଏନଡିଏ । ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ ବିଜୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ରାଜ୍ୟ ନିର୍ବାଚନ ପ୍ରଭାରୀ ଭାବେ ତାଙ୍କ...
ବିଜେଡ଼ିକୁ ମିଳିଲା ଶକ୍ତ ଝଟକା
ନୂଆପଡ଼ାରେ ବିଜେପିର ବିଜୟ ହେବାପରେ ରାଜ୍ୟରେ ବିଜେପି ଦଳକୁ ମିଳିଛି ସଫଳତା। ବୃହତ ଜନାଦେଶ ସହିତ ନୂଆପଡ଼ା ବିଧାନସଭା ଆସନକୁ ଦଖଲ କରିଛି ବିଜେପି,ହେଲେ ଉପନିର୍ବାଚନର ଫଳାଫଳ ବିଜେଡ଼ିକୁ ଶକ୍ତ ଧକ୍କା ଦେଇଛି। କାରଣ ୨୫ ବର୍ଷର ଶାସନ...
ନୂଆପଡ଼ା ଉପନିର୍ବାଚନ, ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ନୂଆପଡ଼ା ଉପନିର୍ବାଚନର ଫଳାଫଳ ଆସି ସାରିଛି। ବର୍ତମାନ ସୁଦ୍ଧା ୨୫ ରାଉଣ୍ଡ ଗଣତି ସାରିଥିବା ବେଳେ ସବୁଠୁ ଆଗରେ ଏବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ରହିଛନ୍ତି। ତେବେ ଗତ ସାଧାରଣ ନିର୍ବାଚନ ଅପେକ୍ଷା ଏଥର ଉପନିର୍ବାଚନରେ...
ବିହାର ଭୋଟ ଗଣତିରେ ଆଗୁଆ ରହିଛି NDA
ବିହାରରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ଶୁକ୍ରବାର ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବାଲାଟ୍ ପରେ ଇଭିଏମ୍ ଖୋଲିଛି । ତେବେ...
୮୩,୫୭୨ ଭୋଟରେ ଆଗୁଆ ରହିଛି ବିଜେପି
ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି । ୧୭ ତମ ଗଣତି ସୁଦ୍ଧା ୮୩,୫୭୨ ଭୋଟରେ ଆଗୁଆ ରହିଛି ବିଜେପି । ବିଜେଡି ଆଉ କଂଗ୍ରେସ ୩୦ହଜାର ଭୋଟ ଏଯାଏ ଛୁଇଁ ପାରି ନାହାନ୍ତି। ବିଜେଡି...


















