ନବୀନଙ୍କ କଡ଼ା ଆକ୍ସନ;ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ
ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ,ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ପ୍ରଶ୍ନ କରିବା ପଡ଼ିଲା ମହଙ୍ଗା । ଦଳ ବିରୋଧୀ କାର୍ଯ୍ୟ ଏବଂ ବିଶୃଙ୍ଖଳିତ ଆଚରଣ ପାଇଁ ଶନିବାର ଦଳର ସଭାପତି ନବୀନ, ପ୍ରଭାତଙ୍କୁ ବହିଷ୍କୃତ...
ରାଜ୍ୟସଭା ପ୍ରାର୍ଥୀକୁ ନେଇ ଅସନ୍ତୋଷ ଝାଡ଼ିଲେ ପ୍ରଭାତ
ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ଘୋଷଣା କରିସାରିଛି । ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତା ତୃତୀୟ ଏବଂ ଚତୁର୍ଥ ପ୍ରାର୍ଥୀ ହୋଇଛନ୍ତି । ପ୍ରାର୍ଥୀ ଘୋଷଣା ପରେ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଗଣମାଧ୍ୟମ...
ଇରାନ ଉପରେ ବଡ଼ ଧରଣର ଆକ୍ରମଣ କଲା ଇସ୍ରାଏଲ
ଇରାନ ଉପରେ ବଡ଼ ଧରଣର ଆକ୍ରମଣ କରିଛି ଇସ୍ରାଏଲ । ଶନିବାର ଇସ୍ରାଏଲୀ ସେନା, ଆଇଡିଏଫ୍, ଇରାନ ଉପରେ ଆକ୍ରମଣ ଆରମ୍ଭ କରିଛି । ରାଜଧାନୀ ତେହେରାନ ସହିତ ଅନେକ ଅଞ୍ଚଳରେ ଆଇଡିଏଫ୍ ଆକ୍ରମଣ ଜାରି ରହିଛି ଓ ଦେଶବ୍ୟାପୀ...
ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି
ରାଜ୍ୟସଭା ପାଇଁ ବିଜେଡି ଆଜି ୨ ଜଣଙ୍କ ନାଁମ ଘୋଷଣା କରିଛି। କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ଓ କାହାକୁ ରାଜ୍ୟସଭା ପାଇଁ ଟିକେଟ୍ ମିଳିବ ତାକୁ ନେଇ ରାଜ୍ୟବାସୀ ଅପେକ୍ଷା କରିଥିଲେ। ଆଜି ରାଜ୍ୟସଭା...
ଥଲପତି ବିଜୟଙ୍କ ସମ୍ପର୍କରେ ଫାଟ; ପତ୍ନୀ ଆଣିଲେ ସାଙ୍ଘାତିକ ଅଭିଯୋଗ
ଥଲପତି ବିଜୟଙ୍କ ଦୀର୍ଘ ୨୭ ବର୍ଷର ବୈବାହିକ ସମ୍ପର୍କରେ ପଡ଼ିଛି ଫାଟ । ତାମିଲ ଅଭିନେତା ଓ ଟିଭିକେ ଦଳର ମୁଖ୍ୟ ଥଲପତି ବିଜୟଙ୍କ ପତ୍ନୀ ସଙ୍ଗୀତା ସୋର୍ଣ୍ଣାଲିଙ୍ଗମ୍ ଛାଡ଼ପତ୍ର ପାଇଁ ଚେନଗଲାପଟ୍ଟୁ ପାରିବାରିକ ଅଦାଲତରେ ଆବେଦନ କରିଛନ୍ତି ।...
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମିଳିଲା ନ୍ୟାୟ
ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ନ୍ୟାୟ । ଶୁକ୍ରବାର ଦିଲ୍ଲୀ କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଓ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ସମସ୍ତ...
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଓଡିଶା ଗସ୍ତରେ ଆସିଲେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ
ମହାନଦୀ ଜଳ ବିବାଦର ସମାଧାନ ପାଇଁ ସମ୍ବଲପୁର ଗସ୍ତରେ ଆସିଛନ୍ତି ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ବେଲା ଏମ୍. ତ୍ରିବେଦୀଙ୍କ ଟିମ୍ । ହୀରାକୁଦ ଜଳଭଣ୍ଡାର ଓ ଚିପିଲିମା ପାୱାର ହାଉସର ଜଳ ଭଣ୍ଡାର ଯାଇ ସମୀକ୍ଷା କରିବେ । ଶୁକ୍ରବାର...
ନୂତନ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଗୁରୁବାର ନୂଆଦିଲ୍ଲୀରେ ନୂତନ ଓଡ଼ିଶା ଭବନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଶିଳାନ୍ୟାସ ଅବସରରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଏବଂ ସାଂସଦ ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ...
ଇସ୍ରାଏଲ ଭାରତକୁ ଦେବ ଶକ୍ତିଶାଳୀ କ୍ଷେପଣାସ୍ତ୍ର
ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତରେ ଇସ୍ରାଏଲ ସହ ଏକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ବିଶ୍ୱର ବିଭିନ୍ନ ଦେଶ ଇସ୍ରାଏଲ ଠାରୁ ଏହି ଅସ୍ତ୍ର ନବାକୁ ଚାହୁଛନ୍ତି କିନ୍ତୁ ଇସ୍ରାଏଲ ଏହାକୁ କେବଳ ଭାରତକୁ ଦେବାକୁ ନିଷ୍ପତ୍ତି ନେଇଛି। ଏହି...
ରାଜ୍ୟରେ ବର୍ଷକରେ ୧୩ ହଜାର ୨୬୨ ମହିଳା ପାଇଛନ୍ତି ଯୌନ ନିର୍ଯାତନା
ରାଜ୍ୟରେ ମହିଳା ନିର୍ଯାତନା ଓ ମହିଳା ବିରୋଧୀ ଅପରାଧ ନିୟନ୍ତ୍ରଣ କରିବା ଏବେ ପୁଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ୨୦୨୫ରୁ ବର୍ଷକ ମଧ୍ୟରେ ରାଜ୍ୟରେ ୧୩ ହଜାର ୨୬୨ ଯୁବତୀ ଓ ମହିଳା ଯୌନ ନିର୍ଯାତନାର...



















