31.1 C
Bhubaneswar
Saturday, October 24, 2026
-Advertisement-

ନୂତନ ଓଡ଼ିଶା ଭବନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଗୁରୁବାର ନୂଆଦିଲ୍ଲୀରେ ନୂତନ ଓଡ଼ିଶା ଭବନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଶିଳାନ୍ୟାସ ଅବସରରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଏବଂ ସାଂସଦ ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ...

ଇସ୍ରାଏଲ ଭାରତକୁ ଦେବ ଶକ୍ତିଶାଳୀ କ୍ଷେପଣାସ୍ତ୍ର

ପ୍ରଧାନମନ୍ତ୍ରୀଙ୍କ ଇସ୍ରାଏଲ ଗସ୍ତରେ ଇସ୍ରାଏଲ ସହ ଏକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ବିଶ୍ୱର ବିଭିନ୍ନ ଦେଶ ଇସ୍ରାଏଲ ଠାରୁ ଏହି ଅସ୍ତ୍ର ନବାକୁ ଚାହୁଛନ୍ତି କିନ୍ତୁ ଇସ୍ରାଏଲ ଏହାକୁ କେବଳ ଭାରତକୁ ଦେବାକୁ ନିଷ୍ପତ୍ତି ନେଇଛି। ଏହି...

ରାଜ୍ୟରେ ବର୍ଷକରେ ୧୩ ହଜାର ୨୬୨ ମହିଳା ପାଇଛନ୍ତି ଯୌନ ନିର୍ଯାତନା

ରାଜ୍ୟରେ ମହିଳା ନିର୍ଯାତନା ଓ ମହିଳା ବିରୋଧୀ ଅପରାଧ ନିୟନ୍ତ୍ରଣ କରିବା ଏବେ ପୁଲିସ୍‌ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ୨୦୨୫ରୁ ବର୍ଷକ ମଧ୍ୟରେ ରାଜ୍ୟରେ ୧୩ ହଜାର ୨୬୨ ଯୁବତୀ ଓ ମହିଳା ଯୌନ ନିର୍ଯାତନାର...

ରାଜ୍ୟରେ ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ;ସ୍ୱାସ୍ଥ୍ୟମନ୍ତ୍ରୀ

ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ଅପମିଶ୍ରିତ ଖାଦ୍ୟ ତାଲିକାରେ ରହିଛି ଦହି, କ୍ଷୀର, ଛେନା ,ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ୍ , ସୋୟାବିନ, ଘିଅ, ଲହୁଣୀ...

ରାଜ୍ୟରେ ସକ୍ରିୟ ଅଛନ୍ତି ୪୦ ମାଓବାଦୀ;ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଏବେ ପ୍ରାୟ ୪୦ ଜଣ ସକ୍ରିୟ ମାଓବାଦୀ ଅଛନ୍ତି । ଏ ନେଇ ବିଧାନସଭାରେ ବିଜେଡ଼ି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି...

ଇରାନ ଛାଡ଼ିବାକୁ ଚେତାବନୀ ଦେଲା ଭାରତୀୟ ଦୂତାବାସ

ଇରାନରେ ଦିନକୁ ଦିନ ବଢୁଛି ଉତ୍ତେଜନା । ଏହାକୁ ଦୃଷ୍ଟିରେ ରଖି ତେହରାନ ସ୍ଥିତ ଭାରତୀୟ ଦୂତାବାସ ନିଜର ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଛାଡିବାକୁ କଡା ନିର୍ଦ୍ଦେଶ ଜାରି କରିଛି । ଭରତୀୟ ଦୂତାବାସ ଏକ୍ସରେ ପୋଷ୍ଟ...

ବିଜେପି କାର୍ଯ୍ୟାଳୟରେ ଆରମ୍ଭ ହେଲା କୋର୍ କମିଟି ବୈଠକ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ କୋର୍ କମିଟି ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେଉ ଥିବାବେଳେ, ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,...

ଆଫଗନିସ୍ତାନ ସୀମାରେ ପାକିସ୍ତାନର ଏୟାରଷ୍ଟ୍ରାଇକ

ଆଫଗାନିସ୍ତାନ ସୀମାରେ ପାକିସ୍ତାନ ରବିବାର କରିଛି ଏୟାରଷ୍ଟ୍ରାଇକ । ପାକିସ୍ତାନ ସେନା ତେହରିକ ଏ ତାଲିବାନ ପାକିସ୍ତାନର ଆଡ୍ଡା ଉପରେ ହମଲା କରିଛି । ଏହି ଏୟାର ଷ୍ଟ୍ରାଇକରେ ୧୨ ଆତଙ୍କୀ ନିପାତ ହୋଇଛନ୍ତି । ପାକିସ୍ତାନ...

BA ପାସ୍ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଓଡ଼ିଶାର ବିକାଶକୁ ବଢ଼ାଇବା ପାଇଁ ରାଜ୍ୟ ସରକାର ଏହି ଐତିହାସିକ ବଜେଟ୍ ଆଗତ କରିଛନ୍ତି । ଚଳିତ ବର୍ଷ ବଜେଟରେ ସାଧାରଣ ଜନତାଙ୍କ...

ବଜେଟରେ ୧୬ଟି ନୂଆ ଯୋଜନାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି। ଓଡ଼ିଶାର ବିକାଶକୁ ବଢ଼ାଇବା...
- Advertisement -

Latest article

Casoola PWA Install: Salta l’App Store

IndiceCos'è una PWA e Perché Sceglierla per CasoolaGuida Passo-Passo all'Installazione della PWAVantaggi Pratici dell'Utilizzo della PWARisoluzione dei Problemi ComuniBonus ed Esperienza di Gioco sulla...

Programma Fedeltà Winnita: Punti e Ricompense Spiegati

IndiceCome Funziona il Programma Fedeltà di WinnitaGuadagnare Punti: Tassi e CalcoloLivelli VIP e Benefici EsclusiviConvertire i Punti e Ritirare le RicompenseDomande Frequenti e Risoluzione...

Tornei di Slot Betscore e Come Competere

IndiceCos'è un Torneo di Slot e Come FunzionaCome Iscriversi e Partecipare a un Torneo su BetscoreStrategie e Consigli per VincereRegole Comuni e Come Ritirare...