ଇସ୍ରାଏଲୀ ବନ୍ଧକଙ୍କ ମୁକ୍ତି ପାଇଁ ଟ୍ରମ୍ପଙ୍କୁ ମିଳିବ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ସମ୍ମାନ
ଗାଜା ଯୁଦ୍ଧବିରତିରେ ମଧ୍ୟସ୍ଥତା ଏବଂ ଇସ୍ରାଏଲୀ ବନ୍ଧକଙ୍କ ମୁକ୍ତି ପାଇଁ ଟ୍ରମ୍ପଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଇସ୍ରାଏଲ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ସମ୍ମାନ ଇସ୍ରାଏଲୀ ରାଷ୍ଟ୍ରପତି ପଦକ ସମ୍ମାନ ପ୍ରଦାନ...
ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ
ଆଫଗାନିସ୍ତାନର ତାଲିବାନୀ ସେନା ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି। ପାକିସ୍ତାନର କାବୁଲ ଚେକ୍ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ପରେ, ତାଲିବାନ ସେନା ଆକ୍ରମଣକୁ ତୀବ୍ର କରିଛି। ଆକ୍ରମଣରେ...
ମମତାଙ୍କ ବୟାନକୁ ନେଇ ତାଙ୍କୁ ଟାର୍ଗେଟ କଲେ ବିଜେପି ସାଂସଦ ବାଂଶୁରୀ ସ୍ୱରାଜ
ଓଡ଼ିଆ ଛାତ୍ରୀଙ୍କ ଉପରେ ହୋଇଥିବା ଗଣଦୁଷ୍କର୍ମ ଘଟଣା ପ୍ରତି ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ମତାମତ ନେଇ ବିପୁଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି।ତାଙ୍କ ବୟାନକୁ ସମ୍ବେଦନହୀନ ବୋଲି ଅଭିଯୋଗ କରି ବିଜେପି ସାଂସଦ ବାଂଶୁରୀ ସ୍ବରାଜ ତୀବ୍ର...
ଦୁର୍ଗାପୁର ଗଣଦୁଷ୍କର୍ମ ମାମଲା: ପୀଡ଼ିତାଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ
ପଶ୍ଚିମବଙ୍ଗ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟପାଳ ସିଭି ଆନନ୍ଦ ବୋଷ। ସେ ଡାକ୍ତରଖାନାକୁ ଯାଇ ପୀଡ଼ିତା ଓ ପରିବାର ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ରାଜ୍ୟପାଳଙ୍କ ଆଗମନ ସମୟରେ ହସ୍ପିଟାଲ୍ ପରିସରରେ ...
ଓଡ଼ିଆ ଛାତ୍ରୀ ଦୁଷ୍କର୍ମ ଘଟଣା: କାର୍ଯ୍ୟାନୁଷ୍ଠାନ ବଦଳରେ ଦୋଷ ଲୁଚାଉଛନ୍ତି ମମତା ବାନାର୍ଜୀ
ପଶ୍ଚିମବଙ୍ଗରେ ଜଣେ ଡାକ୍ତରୀ ଛାତ୍ରୀ ଉପରେ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଏହି ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମତାମତ ନେଇ ଚର୍ଚ୍ଚା ଚାଲିଛି। ଅନେକ ଅଭିଯୋଗ କରିଛନ୍ତି ଯେ...
ବିଜେଡ଼ିକୁ ମିଲୁନାହାନ୍ତିକି ପାର୍ଥି
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଲାଗିଛି ବଡ଼ ଝଟକା। ଜୟ ଢୋଲକିଆଙ୍କ ବିଜେପିରେ ଯୋଗଦାନ ପରେ ଦଳକୁ ମିଳିଛି ଝଟକା । ଦୀର୍ଘ ୨୪ ବର୍ଷର ଶାସନରେ ଥିବା ଦଳ ଏବେ ପ୍ରାର୍ଥୀ ସଂକଟ ସମସ୍ୟାର ସମ୍ମୁଖୀନ...
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାର ହେଲା ଖୁଲାସା
ବ୍ରହ୍ମପୁର ବିଜେପି ନେତା ଏବଂ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ସପ୍ତାହେ ବିତିବା ପରେ ମଧ୍ୟ ଦୋଷୀଙ୍କୁ ଗିରଫ ହୋଇପାରିନି। ଏପଟେ ବରିଷ୍ଠ ବିଜେପି ନେତା କାହ୍ନୁ ପତି ଦାବି କରିଛନ୍ତି ଯେ ପୋଲିସ...
ଚୀନ୍ ଉପରେ ୧୦୦% ଶୁଳ୍କ ଲାଗୁ ପରେ କ୍ରୋଧିତ ହେଲା ଚୀନ୍
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଉପରେ ୧୦୦% ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ନୂତନ ବାଣିଜ୍ୟ ଯୁଦ୍ଧକୁ ଆମନ୍ତ୍ରଣ ଦେଇପାରେ ବୋଲି ଅନୁମାନ କରାଯାଉଛି। ଟ୍ରମ୍ପଙ୍କ...
ପୁଣି ସୋସିଆଲ ମିଡ଼ିଆରେ ତାଚ୍ଛଲ୍ୟ କରି ଲେଖିଲେ ଶ୍ରୀମୟୀ
ପୁଣି ସୋସିଆଲ ମିଡ଼ିଆରେ ତାଛଲ୍ୟ କରି ପୋଷ୍ଟ କରିଛନ୍ତି ଶ୍ରୀମୟୀ ମିଶ୍ର। ପରୋକ୍ଷରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। କହ୍ନେଇ, ସନ୍ନ୍ୟାସୀ କହି ତାଚ୍ଛଲ୍ୟ କରିଛନ୍ତି। ଶ୍ରୀମୟୀ ପୋଷ୍ଟରେ ଲେଖିଛନ୍ତି, 'କର୍ମୀ...
ପୀତବାସ ପଣ୍ଡା ହତ୍ୟା ମାମଲା: CCTV ଫୁଟେଜ୍ରୁ ପୋଲିସକୁ ମିଳିଲା ବଡ଼ ତଥ୍ୟ
ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି। ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ କହିଛନ୍ତି ସିସିଟିଭି ଫୁଟେଜ୍ରୁ ମିଳିଥିବା ତଥ୍ୟ ଆଧାରରେ ତଦନ୍ତ କରାଯାଉଛି। ପୀତବାସଙ୍କ ହତ୍ୟା...


















