32.8 C
Bhubaneswar
Wednesday, July 29, 2026
-Advertisement-

ବିହାରରେ କଂଗ୍ରେସ-ବିଜେପି ମୁହାଁମୁହିଁ

ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ବିହାର ରାଜନୀତି ପାଣିପାଗ ସରଗରମ ରହିଥିବାବେଳେ ଏହା ତାପମାତ୍ରାକୁ ଦ୍ୱିଗୁଣିତ କରିଛି ପ୍ରଧାନମନ୍ତ୍ରୀଙ୍କ ମାଙ୍କ ଉପରେ ଦିଆଯାଇଥିବା ଆପତ୍ତିଜନକ ମନ୍ତବ୍ୟ । ଆଜି ବିଜେପି କାର୍ମକର୍ତ୍ତାମାନେ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଛନ୍ତି ।...

ବିଜେଡ଼ି ରେ ବିଦ୍ରୋହ

ବିଜୁ ଯୁବ ଜନତା ଦଳର ସଭାପତି ଭାବେ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ଇପ୍ସିତା ସାହୁଙ୍କୁ ନିଯୁକ୍ତ କରିଥିଲେ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ । ଆଉ ବିଜେଡିର ଏହି ନିଷ୍ପତ୍ତି ବିରୋଧରେ...

ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍:ଭାରତୀୟ ଅର୍ଥନୀତି ଉପରେ କୌଣସି ପ୍ରଭାବ ପକାଇବନି

ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛି । ତଥାପି, EY ଇଣ୍ଡିଆର ରିପୋର୍ଟ ଅନୁସାରେ ଏହାର ଭାରତୀୟ ଅର୍ଥନୀତିରେ କୌଣସି ବିଶେଷ ପ୍ରଭାବ ପଡ଼ିବ ନାହିଁ । ସେହି ରିପୋର୍ଟରେ ଉଲ୍ଲେଖ ଅଛି ଯେ ୨୦୩୮ ସୁଦ୍ଧା...

ବିଜେପି-ଆରଏସ୍ଏସ୍ ଭୋଟ୍ ଚୋର ବୋଲି କହିଲେ ରାହୁଲ୍ ଗାନ୍ଧୀ

ଭୋଟ୍ ଚୋରି ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ପୁଣିଥରେ ମୋଦୀ ସରକାରକୁ ଟାର୍ଗେଟ କରିଛନ୍ତି । ବିହାରରେ ଚାଲୁଥିବା ଭୋଟର ଅଧିକାର ଯାତ୍ରାର ୧୨ତମ ଦିନରେ ସେ ସୀତାମଢୀର ଜାନକୀ ମାତା ମନ୍ଦିରରେ ଦର୍ଶନ କରି, ପରେ ଲୋକଙ୍କୁ ସମ୍ବୋଧିତ...

ଅତ୍ୟାବଶ୍ୟକ ଖାଦ୍ୟ ଉପରେ ହେବ ଜିଏସଟି ଛାଡ଼

ରୁଟି, କ୍ଷୀର, ଛେନା ଭଳି ଅତ୍ୟାବଶ୍ୟକୀୟ ଖାଦ୍ୟ ଉପରେ ଛାଡ ହେବ ଜିଏସଟି । ୫% ରୁ ୧୮% ପର୍ଯ୍ୟନ୍ତ ଜିଏସଟି ଲାଗୁ ହୋଇଥିବା ପ୍ୟାକେଟ୍ ଖାଦ୍ୟ, ୟୁଏଚଟି ମିଲ୍କ, ପ୍ୟାକେଟ୍ ଛେନା, ପିଜା ବ୍ରେଡ, ଚପାତି ପରି ସାମଗ୍ରୀକୁ...

ଟାରିଫ୍ କୁ ନେଇ ଭାରତ ର ନିରବତା; ଆମେରିକା ଟେନ୍ସନ

ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫ୍‌କୁ ନେଇ ଦୁଇ ଦେଶ ସମ୍ପର୍କରେ ଏବେ ତିକ୍ତତା ବଢ଼ିଛି । ଏହି ତିକ୍ତତା ପଛରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ-ପାକିସ୍ତାନ ବିବାଦ ସମ୍ପର୍କୀୟ ବୟାନକୁ ମୁଖ୍ୟ କାରଣ ମନାଯାଉଛି । ଏଥିପାଇଁ ଭାରତ ଏପର୍ଯ୍ୟନ୍ତ...

ଟ୍ରମ୍ପ ଙ୍କୁ ଭାରତ ର କଡ଼ା ଜବାବ

ଆସନ୍ତାକାଲିଠାରୁ ଭାରତ ଉପରେ ଲାଗୁ ହେବ ୫୦% ଆମେରିକୀୟ ଟାରିଫ୍ । ଏହାକୁ ନେଇ ପିଏମଓରେ ଆଜି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ବୈଠକରେ ରପ୍ତାନିକାରୀମାନଙ୍କ ର କଣ କଣ ସମସ୍ୟା ସମ୍ମୁଖୀନ ହେବ, ଏବଂ ସେମାନଙ୍କୁ ସରକାର...

ଧକମ୍ ଦେଲେ ଟ୍ରମ୍ପ ; କହିଲେ ବର୍ବାଦ ହେଇଯିବ ଚୀନ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ । ତଥାପି, ଏହି ପଦକ୍ଷେପ ଅଗଷ୍ଟ ୨୭ରୁ କାର୍ଯ୍ୟକାରୀ ହେବ । କିନ୍ତୁ ଶୁକ୍ଳ ପ୍ରୟୋଗ ପୂର୍ବରୁ ସେ ଆଉ ଏକ ଧମକ...

ବିଜେଡି ନେତାଙ୍କ ସହ ସୁଜାତା କଥା ହେଲେ ତମର କାହିଁକି ପୋଡୁଛି ?

ବିଜେପିର ଆସିକା ବିଧାୟକ ସରୋଜ ପାଢୀଙ୍କ ବକ୍ତବ୍ୟର କାଉଣ୍ଟର କରିବାକୁ ଯାଇ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ବିଧାୟକଙ୍କ ଉପରେ ବର୍ଷିବା ସହ ଦଳର ଭିତିରି କଥା କହିଦେଇଛନ୍ତି । ସମ୍ ହସପିଟାଲରେ ସୁଜାତା କାର୍ତ୍ତିକେୟନ ବିଜେଡି ନେତାଙ୍କ ସାଙ୍ଗେ...

ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର : ରାଜସ୍ୱ ମନ୍ତ୍ରୀ

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ଘୋଷଣା କରିଛନ୍ତି – ରାଜ୍ୟରେ କେହି ଆଉ ଭୂମିହୀନ ରହିବେ ନାହିଁ । ଭୂମିହୀନଙ୍କୁ ଚିହ୍ନଟ କରି ପଟ୍ଟା ଯୋଗାଇବାକୁ ତହସିଲଦାରମାନଙ୍କୁ ନିର୍ଦେଶ ଦିଆଯାଇଛି । ୨୦୨୬ ଅଗଷ୍ଟ ସୁଦ୍ଧା ସମସ୍ତଙ୍କୁ ଜମିର...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...