31.1 C
Bhubaneswar
Monday, October 26, 2026
-Advertisement-

ପ୍ରଚଣ୍ଡ ପ୍ରଲୋଭନ : ମୋଦୀ ଗ୍ୟାରେଣ୍ଟି ବନାମ ନବୀନ ଗ୍ୟାରେଣ୍ଟି

ଏଥରକ ନିର୍ବାଚନ ବିଗତ ଦିନର ସବୁ ନିର୍ବାଚନଠୁ ଅଲଗା । ପୁରା ଯୁଦ୍ଧଂଦେହି ଡାକରା । ରାଜନୈତିକ ଦଳମାନଙ୍କ ଏମିତି ରଣ ଦୁନ୍ଦୁଭି ଆଗରୁ କେବେ ଶୁଣା ଯାଉନଥିଲା । ବିଶେଷ କରି ଓଡିଶା ପରିପ୍ରେକ୍ଷିରେ ନିର୍ବାଚନର ସ୍ବତନ୍ତ୍ରତା ବାରି...

ଜଗନ୍ନାଥଙ୍କୁ କାହିଁକି ଭିଡୁଛ ?

ମହାପ୍ରଭୁ ଶ୍ରୀଜଗନ୍ନାଥ କେଉଁ ଦଳର ନେତା କି ? ସେ କଣ ନିର୍ବାଚନ ଲଢୁଛନ୍ତି ? ନା କାହାକୁ କଣ କହୁଛନ୍ତି ? ନା ସେ ଭୋଟ୍ ଦେବେ ? ସବୁ କଥାରେ ତାଙ୍କୁ କାହିଁକି ଭିଡ ଭିତରକୁ ଟାଣୁଛ...
video

ପୁରୀରେ ମୋଦୀଙ୍କ ରୋଡ୍ ସୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ରୋଡ୍ ସୋ କରିଛନ୍ତି । ପୁରୀ ବଡଦାଣ୍ଡରେ ହଜାର ହଜାର ଲୋକ ରୋଡ୍ ସୋରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ମୋଦୀ ମୋଦୀ...

ବିଜେପିର ଓଡିଶା ଦଖଲ ଅଭିଯାନ

ଏଥର ଓଡିଶା ଦଖଲ । ବିଜେପି ଟାର୍ଗେଟରେ ଓଡିଶା । ଭୁବନେଶ୍ବରଠୁ ବଲାଙ୍ଗୀର ଯାଏଁ ବିଜେପିର ଜୋରଦାର ପ୍ରଚାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା, ଜେପି ନଡ୍ଡା, ରାଜନାଥ ସିଂହ, ହେମାମାଳିନୀଙ୍କ ଭଳି ଦଳର ଅନେକ ହେଭିଓ୍ବେଟ...

ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର

ଟିକଟ ନାହିଁ ତ ଦଳ ଛାଡ । ଏହି ନ୍ୟାୟରେ ନିମାପଡା ବିଧାୟକ ସମୀର ରଂଜନ ଦାସ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ସେ ଆନୁଷ୍ଠିନିକ ଭାବେ ଦଳରେ ଯୋଗ...

ବିଜେଡି-ବିଜେପି ଭିତିରି ମେଂଟ, କଂଗ୍ରେସକୁ ଭୋଟ ଦେବାକୁ ନିବେଦନ କଲେ ଖଡଗେ

ବିଜେଡି-ବିଜେପି ଭିତରେ ଭିତିରି ବୁଝାମଣା ରହିଛି । ଆଗରୁ ସେମାନେ ମେଂଟ ସରକାରରେ ଥିଲେ, ଏଥର ମେଂଟ କରି ନ ଥିଲେ ବି ସେମାନଙ୍କ ଭିତରେ ଭିତିରି ବୁଝାମଣା ରହିଛି । ଉଭୟ ଦଳ ଓଡିଶାବାସୀଙ୍କୁ ପ୍ରତାରିତ କରି ଆସିଛନ୍ତି...

ଯାଜପୁରିଆ ଠିକାଦାରଙ୍କ ଘରେ ଆଇଟି ରେଡ୍

ରାଜଧାନୀ ଭୁବନେଶ୍ବର ଏଲଆଇସି ଅଫିସ ନିକଟରେ ରହିଥିବା ଏକ ଫର୍ଚ୍ୟୁନର ଗାଡିରୁ ଜବତ ହୋଇଛି ପାଞ୍ଚ କୋଟି ଟଙ୍କା । କୌଣସି ସୂତ୍ରରୁ ଖବର ପାଇ ଆୟକର ବିଭାଗ ଏହି ଗାଡିକୁ ଜବତ କରିଛି । ସୋମବାର ବିଳମ୍ବିତ ରାତିରେ...

ଦଳଡିଆଁ ନେତାଙ୍କୁ ନମ୍ବର ଦେବେ ଜନତା

ପ୍ରଥମ ପର୍ଯ୍ୟାୟ ମତଦାନରେ ଭାଗ୍ୟ ପରୀକ୍ଷା ଦେବାକୁ ଯାଉଛନ୍ତି ବିଭିନ୍ନ ଦଳର ହେଭିଓ୍ୱେଟ ନେତା । ମେ 13 ତାରିଖରେ ହେବାକୁ ଥିବା ଚାରୋଟି ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ 28ଟି ବିଧାନସଭା ଆସନରେ ପରୀକ୍ଷା ଦେବାକୁ ଯାଉଥିବା...

ଆଉଟସୋର୍ସିଂ ସରକାର ହଟାଅ, ମୋ ଓଡିଶାକୁ ବଞ୍ଚାଅ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରହାର । ଆଜି କନ୍ଧମାଳ, ବରଗଡ ଓ ବଲାଙ୍ଗୀରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଜନସମାବେଶକୁ ଉଦବୋଧନ ଦେଇ ମୋଦୀ ଶବ୍ଦର ପ୍ରହାରରେ ନବୀନଙ୍କୁ ପ୍ରଚଣ୍ଡ କଟାକ୍ଷ କରିଛନ୍ତି ।...

ଦିନକ ପରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ, ଆଜି ପ୍ରଚାର ଶେଷ

ଆଉ ଦିନକ ପରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 28ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ ।...
- Advertisement -

Latest article

PayPal bij Spinboss: Voordelen, Nadelen en Alternatieven

InhoudWaarom PayPal een Populaire Keuze is voor Online Casino'sStappen om PayPal te Gebruiken bij SpinbossMogelijke Nadelen en BeperkingenVeelvoorkomende Problemen en OplossingenAlternatieven voor PayPal bij...

Règles de la roulette à double bille Lucky8

SommairePrésentation du jeu Double Ball RouletteTypes de mises et tableaux des paiementsStratégies de base et gestion de bankrollAvantages, inconvénients et verdictFAQ et problèmes courants Règles...

Krok po kroku: Jak wykorzystać kody darmowych spinów w Lolajack

Spis treściRejestracja konta i weryfikacja w kasynie LolajackGdzie i jak wprowadzić kod promocyjny LolajackWarunki obrotu i wypłata wygranych z free spinsRozwiązywanie typowych problemów i...