ବାରବାଟୀରେ ପହଞ୍ଚିଲେ ଟିମ୍ ଇଣ୍ଡିଆର ଖେଳାଳି
ବାରବାଟୀ ଟି-୨୦ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଖେଳାଯିବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ । ଷ୍ଟାଡିୟମ ପରିସର...
କ୍ୟାନସଲ୍ ହେଲା ସ୍ମୃତି ମନ୍ଧାନା ଓ ପଲାଶ ମୁଚଲଙ୍କ ବିବାହ
ଶେଷରେ କ୍ୟାନସଲ୍ ହେଲା ସ୍ମୃତି ମନ୍ଧାନା ଓ ପଲାଶ ମୁଚଲଙ୍କ ବିବାହ । ଭାରତୀୟ ମହିଳା କ୍ରିକେଟ୍ ଦଳର ଚର୍ଚ୍ଚିତ ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ । ...
ଏସ୍ଆଇ ପରୀକ୍ଷା ଘୋଟାଲା:୩ ଜଣଙ୍କୁ ଜେରା
ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ଏବେ ଆଉ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ। ଏସଏସବି ଯବାନ ଅର୍ଜୁନ ନାୟକ ଓ ବିରଞ୍ଚିର ସହଯୋଗୀ ନିମାଇଁ...
ଟି-୨୦ ମ୍ୟାଚ୍ ପୁର୍ବରୁ କମିଶନରେଟ୍ ପୋଲିସର ଟ୍ରାଫିକ କଟକଣା ଜାରି
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ହେବାକୁ ଥିବା ଟି-୨୦ ମ୍ୟାଚ୍ ପୂର୍ବରୁ କମିଶନରେଟ୍ ପୋଲିସ ଆଜି ଏକ ଟ୍ରାଫିକ୍ ପରାମର୍ଶ ଜାରି କରିଛି। ଏହି ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ। କାଲି...
ୟୁକ୍ରେନ ଉପରେ ଋଷର ବଡ଼ ଆକ୍ରମଣ
ପୁଣି ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି ଋଷ୍ । ୟୁକ୍ରେନୀୟ ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ ରୁଷ ସାରା ଦେଶରେ ୫୧ଟି କ୍ଷେପଣାସ୍ତ୍ର ଏବଂ ୬୫୩ଟି ଡ୍ରୋନ୍ ନିକ୍ଷେପ କରିଛି। ୟୁକ୍ରେନୀୟ ବାୟୁସେନା କହିଛି...
ଗୋଆ ଦୁର୍ଘଟଣାରେ ୨୫ ଜଣଙ୍କ ମୃତ୍ୟୁ
ଗୋଆର ଏକ ନାଇଟ୍ କ୍ଲବ୍ରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ତଦନ୍ତରୁ ଜଣାପଡିଛି ଯେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା।ଗୋଆ ଦୁର୍ଘଟଣାରେ ମୋଟ ୨୫ ଜଣଙ୍କର...
ଓଡ଼ିଶାରେ ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା
ଓଡ଼ିଶାକୁ ପସନ୍ଦ କରୁଛନ୍ତି ବିଦେଶୀ ପର୍ଯ୍ୟଟକ। ଦିନକୁ ଦିନ ଓଡ଼ିଶାରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼। ୫ ବର୍ଷରେ ୧.୩୩ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିଲେଣି ଓଡ଼ିଶା। ଆଜି ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା...
ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଲା ବେସାମରିକ ମନ୍ତ୍ରଣାଳୟ: ଯାତ୍ରୀଙ୍କ ଟଙ୍କା ଓ ଲଗେଜ୍ ଫେରାଅ
ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋରେ ଲାଗି ରହିଥିବା ଅଚଳାବସ୍ଥାକୁ ନେଇ କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଡିସେମ୍ବର ୭ ରାତି ୮ଟା ସୁଦ୍ଧା ସମସ୍ତ ଯାତ୍ରୀଙ୍କ ଟଙ୍କା ଫେରସ୍ତ କରିବାକୁ ମନ୍ତ୍ରଣାଳୟ...
ବିଜେଡ଼ିକୁ ଝଟକା, ଦଳ ଛାଡ଼ିଲେ କାଉନସିଲର୍
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଧିରେ ଧିରେ ଦୁର୍ବଳ ହେଉଛି ବିଜେଡ଼ିର ସାଙ୍ଗଠନିକ ସ୍ଥିତି , ଜଣକ ପରେ ଜଣେ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଗତ କିଛି ଦିନ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି...
ସାରଥି ବାବାଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ
ପୁଣି ବଢିଲା ସାରଥୀ ବାବାଙ୍କ ଅଡୁଆ । ସାରଥି ବାବାଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ହୋଇଛି। ୨୦୧୫ ମସିହାରେ କ୍ରାଇମବ୍ରାଞ୍ଚ ଦ୍ୱାରା ରୁଜୁ ହୋଇଥିବା ଏକ ମାମଲା ସହିତ ସମ୍ପୃକ୍ତ ଆତ୍ମଘୋସିତ ଧର୍ମଗୁରୁ ସାରଥୀ ବାବା...


















