କେବେ ହେବ ସାମ୍ବାଦିକ ସୁରକ୍ଷା ଆଇନ?
କେତେ ସୁରକ୍ଷିତ ଜଣେ ସାମ୍ବାଦିକ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଦିନକୁ ଦିନ ଅସୁରକ୍ଷିତ ହୋଇପଡିଲାଣି । ଓଡିଶା ସମେତ ସମଗ୍ର ଦେଶରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧି ହେବା ଚତୁର୍ଥ ସ୍ତମ୍ଭକୁ ଦୁର୍ବଳ କରୁଛି...
କୋଭିଡ କେୟାର ସେଣ୍ଟରକୁ ବିରୋଧ କରି ରାସ୍ତାରେ ପଥର ଓ ବାଉଁଶବାଡ
କରୋନା ସଂକ୍ରମଣ ଭୟରେ କୋଭିଡ କୋୟାର ସେଂଟରରେ ବାଉଁଶ ବାଡ ପକାଇଲେ ଗ୍ରାମବାସୀ I ରାୟଗଡା ସଦର ବ୍ଲକ ତାଢମା ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି I ଗାଁ ନିକଟରେ ଥିବା କୋଭିଡ ସେଂଟରକୁ ବିରୋଧ କରି...
ମୁସାରଫକୁ ମୃତ୍ୟୁ ଦଣ୍ଡ
ମୁସାରଫକୁ ମୃତ୍ୟୁ ଦଣ୍ଡ । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଦେଇଛି । ଦେଶଦ୍ରୋହ ଅପରାଧରେ କୋର୍ଟ ଏହି ମୃତ୍ୟୁ ଦଣ୍ଡାଦେଶ ଦେଇଛି । ୨୦୦୭ରେ ମୁସାରଫ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରି...
୫ମୃତ, ୧୦୭୮ ପଜିଟିଭ୍ ଚିହ୍ନଟ
ଆଜି ରାଜ୍ୟରେ ସର୍ବାଧିକ ୨୮ ଜିଲ୍ଲାରୁ ୧୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୭୮ ମଧ୍ୟରୁ କ୍ୱାରେଣ୍ଟିନରୁ ୭୨୧ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୩୫୭ । ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୯...
ଆଜି ସର୍ବାଧିକ ୧୨୬୪ ଚିହ୍ନଟ, ୬ ମୃତ
ଆଜି ରାଜ୍ୟରେ ସର୍ବାଧିକ ୨୭ ଜିଲ୍ଲାରୁ ୧୨୬୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।୧୨୬୪ ମଧ୍ୟରୁ କ୍ୱାରେଣ୍ଟିନରୁ ୮୪୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪୧୭ ରହିଛି । ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୨୧ ହଜାର...
୫ ମୃତ, ୭୩୬ ପଜିଟିଭ୍ ଚିହ୍ନଟ:ଜଗତସିଂହପୁରରେ ଗଡିଲା ପ୍ରଥମ ମୁଣ୍ଡ
ରାଜ୍ୟରେ ଆଜି ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୩ , ଜଗତସିଂହପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି । ଗଞ୍ଜାମର ଜଣେ ୭୦ ବର୍ଷୀୟ ମହିଳା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମର...
ବିଲୁଙ୍ଗ ଗାଁ ଏବେ ରଙ୍ଗବତୀ ବିଲୁଙ୍ଗ
ପ୍ରସିଦ୍ଧ ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁର ନାଁ ବଦଳିଗଲା । ରଙ୍ଗବତୀ ଗୀତ ସମ୍ବଲପୁର ଜିଲ୍ଲାର ବାମରା ବ୍ଲକ ଅନ୍ତର୍ଗତ ବିଲୁଙ୍ଗ ଗାଁର ନାଁ ବଦଳାଇଦେଇଛି । ଏ ରାଜସ୍ୱ ଗାଁର ନାଁ...
ବୁଲଡୋଜର ଚଲେଇ ଝୁମ୍ପୁଡି ଲୁଚେଇବାକୁ ପ୍ରୟାସ
ଭୁବନେଶ୍ବର: ଭୁବନେଶ୍ବରରେ ଗତ କିଛିଦିନ ଧରି ଚାଲିଛି ବୁଲଡୋଜର୍ । ରାସ୍ତାକଡ ଫୁଟପାଥରେ ବ୍ୟବସାୟ କରୁଥିବା ହଜାର ହଜାର ଉଠାଦୋକାନୀ, ଫଳ ବ୍ୟବସାୟୀ, ହୋଟେଲ, ଝୁମ୍ପୁଡି ଚାଳିଆ ଉପରେ ଚାଲିଛି ବୁଲଡୋଜର୍ । ବିଏମସି-ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପ୍ରତିଦିନ ବୁଲି...
ପଦ୍ମ ପୋଖରୀରେ ଅଣନିଶ୍ୱାସୀ ହୋଇପଡିଲେ ଦାମ
ସାଧାରଣ ନିର୍ବାଚନ ପରେ ବିଜେପିରେ ଅଲୋଡା ହୋଇପଡିଥିବା ବରିଷ୍ଠ ନେତା ଦାମୋଦର ରାଉତ ଶେଷରେ ବିଜେପି ଛାଡିଛନ୍ତି । ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ଦେଇଥିବା ଇସ୍ତଫା ପତ୍ରରେ ସାଧାରଣ ନିର୍ବାଚନ ପରେ ଦଳର କୌଣସି କାର୍ଯ୍ୟକ୍ରମ...
ମାଓବାଦୀଙ୍କ ନୃଶଂସ କାଣ୍ଡ, ଦୁଇଜଣଙ୍କୁ ହତ୍ୟା କଲେ ଲାଲବାହିନୀ
ମାଲକାନଗିରି : ପୁଣି ମାଓବାଦୀଙ୍କ ନୃଶଂସ କାଣ୍ଡ । ଛତିଶଗଡ଼ ବିଜାପୁର କୁସଲନାର ଗାଁରେ ଜଣେ ଶିକ୍ଷକଙ୍କ ସମେତ ଦୁଇଜଣଙ୍କୁ ହତ୍ୟା କଲେ ଲାଲବାହିନୀ । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ହତ୍ୟାକାଣ୍ଡ ପରେ...