ଶେଷ ନିଃଶ୍ୱାସ ତ୍ୟାଗ କଲେ ସୁନାମଧନ୍ୟ ଗାୟିକା ଆଶା ଭୋସଲେ
ସଙ୍ଗୀତ ଜଗତରେ ଶୋକର ଛାୟା । ୯୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ପ୍ରଖ୍ୟାତ ଗାୟିକା ଆଶା ଭୋସଲେ ।ନିଜର ସୁମଧୁର ସ୍ୱରରେ ଶ୍ରୋତାଙ୍କ ମନ ମହୁଥିବା ଆଶା ଭୋସଲେଙ୍କୁ ହୃଦଘାତ ଓ ଫୁସଫୁସ ସଂକ୍ରମଣ କାରଣରୁ...
ନ୍ୟୁଡ୍ କଲର ଶିକାର ହେଲେ ବିଏସଏନଏଲ ଇଞ୍ଜିନିୟର
ନଗ୍ନ ଭିଡିଓ କଲ ଜାଲରେ ଇଞ୍ଜିନିୟର । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଆକାଉଣ୍ଟରୁ ଚାଲିଗଲା ୨୫ ଲକ୍ଷ ଟଙ୍କା । ପ୍ରଥମେ ଇଞ୍ଜିନିୟରଙ୍କୁ ହ୍ୱାଟର୍ସଆପରେ ଏକ ‘ହାଏ’ ମେସେଜ ଆସିଥିଲା । ପରେ...
ରହସ୍ୟ ଘେରରେ ସିଟ୍ ନମ୍ବର 11 A
ଏୟାର ଇଣ୍ଡିଆ ଡ୍ରିମ ଲାଇନରର ସିଟ ନମ୍ବର 11ଏକୁ ନେଇ ଏବେ ଚର୍ଚ୍ଚା । ଦୁର୍ଘଟଣାଗ୍ରସ୍ତ ଏୟାରଇଣ୍ଡିଆ ବିମାନ କ୍ରାସ ହେବା ପରେ ଯେଉଁ ଜଣେ ଯାତ୍ରୀ ଜୀବନ ବଞ୍ଚେଇ ଆସିପାରିଲେ, ସେ ଏହି ସିଟରେ ବସିଥିଲେ । ବିଜିନେସ୍...
19 ବର୍ଷର ଆତଙ୍କୀ କହିଲା ସୀମାପାର ଆତଙ୍କବାଦର କାହାଣୀ
19 ବର୍ଷର ଆତଙ୍କୀ କହିଲା ସୀମା ଆରପଟେ ଚାଲିଥିବା ଆତଙ୍କବାଦର କାହାଣୀ । ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀଙ୍କୁ ଦିଆଯାଉଛି ତାଲିମ । ତାଲିମ ପରେ ସୀମା ଅତିକ୍ରମ କରି ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ପାଇଁ ଟଙ୍କା ଦିଆଯାଉଛି...
ବ୍ଲାକ୍ ଫଙ୍ଗସ ପରେ ଏବେ ହ୍ୱାଇଟ୍ ଫଙ୍ଗସକୁ ନେଇ ଚିନ୍ତା
ଏବେ ସଙ୍କଟରେ ପୁରା ଦେଶ । ଗୋଟିଏ ବିପଦ ନଯାଉଣୁ ମାଡି ଆସୁଛି ଅନେକ ବିପଦ । ଏଇ ଯେମିତି କରୋନାରେ ଏବେ ଲୋକମାନେ କଲବଲ ହେଉଛନ୍ତି । କରୋନା ନଯାଉଣୁ ବ୍ଲାକ ଫଙ୍ଗସ ଲୋକଙ୍କୁ ଆତଙ୍କିତ କରିଛି ।...
ତେଲ ତାତିରେ ବିଧାନସଭା ମୁଲତବୀ
ସୋମବାର ବିଧାନସଭା ଆରମ୍ଭରୁ ଗୃହରେ ତେଲ ତାତି । ବିଧାନସଭା ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ତୈଳଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । କଂଗ୍ରେସ ସଦସ୍ୟଙ୍କ ହୋ ହାଲ୍ଲା ଯୋଗୁଁ ବିଧାନସଭା କାର୍ଯ୍ୟ ପରିଚାଳନା ସମ୍ଭବ...
ପାନ ମସଲା ଉପରୁ ସରକାର ହଟାଇଲେ କଟକଣା
ରାଜ୍ୟରେ ନିଶା ଦ୍ରବ୍ୟରେ ଆସୁଥିବା ଗୁଟଖା ବିକ୍ରି ବନ୍ଦ ହୋଇଥିବା ବେଳେ ପାନ ମସଲାକୁ ନେଇ ଏବେ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ, ରାଜ୍ୟରେ ପାନ ମସଲା ବିକ୍ରି ବନ୍ଦ ହେବ ନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...
ଚର୍ଚ୍ଚାରେ ଷଡଙ୍ଗୀ
ବିନମ୍ରତାର ଆଉ ଏକ ନମୂନା । କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ସାଧାରଣ ଜୀବନଚର୍ଯ୍ୟାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ପ୍ରତାପ ଷଡଙ୍ଗୀ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥରକ ପୋଖରୀରେ ଗାଧେଇବା କି ଗାଁ ମନ୍ଦିର...
ସାତ ସଦସ୍ୟଙ୍କୁ ଧରି ବିଜେଡି ହାତେଇଲା ପଦ
ଶେଷରେ ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଲା ବିଜେଡି I 21 ଆସନ ଜିଲ୍ଲା ପରିଷଦରେ 13ଟି ଭୋଟ ପାଇ ଉପନିର୍ବାଚନ ଜିତିଲେ ବିଜେଡିର ଗଙ୍ଗାଧର ପୁଆଲା I ଯଦିଓ ବିଜେଡିର ମାତ୍ର ସାତ ଜଣ ସଦସ୍ୟ ରହିଛନ୍ତି...
୮ ପରେ ମାଟ୍ରିକ ପିଲାଙ୍କୁ ଟିକା
ଜାନୁଆରୀ ୮ ତାରିଖ ପରେ କରୋନା ଟିକା ନେବେ ମାଟ୍ରିକ ପିଲା । ତେବେ ଆସନ୍ତା ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସମେଟିଭ-୧ ପରୀକ୍ଷା ହେଉଥିବାରୁ ଏପରି ନିଷ୍ପତ୍ତିି ନିଆଯାଇଛି । ୧୫ରୁ ୧୮ ବର୍ଷ ପିଲାଙ୍କୁ...














