ବଦଳିଲା ‘ରାଜ ଭବନ’ର ନାଁ
ଓଡ଼ିଶାର 'ରାଜ ଭବନ'କୁ ଆନୁଷ୍ଠାନିକ ଭାବରେ 'ଲୋକ ଭବନ' ନାମରେ ନାମିତ କରାଯାଇଛି। ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଏହି ନାମକରଣକୁ ଅନୁମୋଦନ କରିଛନ୍ତି। ୨୦୨୪...
ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଡା ଜବାବ
ଆଜି ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ଆଉ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।ନିଜର ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ ନେତା। ସୋମବାର ବିଧାନସଭା...
କେଭି-୩ ବିସ୍ଫୋରଣ ଘଟଣା, ପାଞ୍ଚ ଜଣ ଅଟକ
ଭୁବନେଶ୍ବର ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ–୩ ସମ୍ମୁଖରେ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖିଛି। ସ୍ଥାନୀୟ ଲୋକଙ୍କ ସୂଚନା ସହ ସିସିଟିଭି ଫୁଟେଜ୍ ଆଧାରରେ ମଞ୍ଚେଶ୍ବର ଥାନା ପୋଲିସ ସନ୍ଦିଗ୍ଧମାନଙ୍କୁ ଧରିଛି। ଅଟକ ମାନଙ୍କ...
ଶ୍ରୀମନ୍ଦିର ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ଫସିଲେ ଶୁଭଙ୍କର
ସୋସିଆଲ୍ ମିଡ଼ିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ପାଇଁ ଅଡ଼ୁଆ ବଢ଼ିଛି ।ଶୁଭଙ୍କର ତାଙ୍କର ସୋସିଆଲ୍ ମିଡ଼ିଆ ପୋଷ୍ଟରେ ଏକ ଭିଡ଼ିଓ ଜାରି କରି କହିଥିଲେ ଯେ ଶ୍ରୀମନ୍ଦିରକୁ ଯେଉଁ ପ୍ରେମୀ ଯୁଗଳ ଆସନ୍ତି ସେମାନଙ୍କର ପ୍ରେମ ସଫଳ ହୁଏ ନାହିଁ...
ସୀମାରୁ ହଟିଲା ୭୨ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍
ପାକିସ୍ତାନ ଅପରେସନ୍ ସିନ୍ଦୂର ପରେ ଭୟଭୀତ ହୋଇଯାଇଛି ,ସେଥିପାଇ ପ୍ରତ୍ୟେକ ପଦକ୍ଷେପ ସତର୍କତାର ସହିତ ନେଉଛି। ପାକିସ୍ତାନ ଭାରତୀୟ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଠେଲି ଦେବା ପାଇଁ ଡିଜାଇନ୍ ହୋଇଥିବା ୭୨ରୁ ଅଧିକ ଲଞ୍ଚପ୍ୟାଡ୍କୁ ଆଭ୍ୟନ୍ତରୀଣ ଅଞ୍ଚଳକୁ ସ୍ଥାନାନ୍ତର କରିଛି। ସୀମା...
ମାଓବାଦୀଙ୍କୁ ବିଏସ୍ଏଫ୍ ଆଇଜିଙ୍କ କଡ଼ା ଚେତାବନୀ
ମାଓବାଦୀଙ୍କୁ ବିଏସ୍ଏଫ୍ ଆଇଜି ଦେଇଛନ୍ତି କଡ଼ା ଚେତାବନୀ ,ଆତ୍ମସମର୍ପଣ କର ନଚେତ୍ ଏନକାଉଣ୍ଟର ହେବ । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଓଡ଼ିଶା ଆମର ଟାର୍ଗେଟ୍ ଥିବା କହିଛନ୍ତି ବିଏସଏଫ୍ ଆଇଜି। ଆନ୍ଧ୍ର ଏବଂ ଛତିଶଗଡ଼ ପଟୁ ମଧ୍ୟ...
ସୌର ବିକିରଣ ଯୋଗୁଁ ବିଶ୍ୱରେ ଶହଶହ ଉଡ଼ାଣ ପ୍ରଭାବିତ
ଏୟାରବସ୍ A320 ଉଡ଼ାଣ ସହିତ ଜଡିତ ଏକ ସାମ୍ପ୍ରତିକ ଘଟଣା ସମଗ୍ର ବିମାନ ଚଳାଚଳ କ୍ଷେତ୍ରକୁ ପ୍ରଭାବିତ କରିଛି । ବିମାନ ସୁରକ୍ଷା ସହିତ ସିଧାସଳଖ ଜଡିତ ଏକ ଗମ୍ଭୀର ବୈଷୟିକ ତ୍ରୁଟି ଯୋଗୁଁ ସାରା ବିଶ୍ୱରେ ଏୟାରବସ୍ A320...
ରୁଷ ସଂସଦ ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ରୁଷ ସଂସଦ ଭାରତ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ଚୁକ୍ତିନାମାକୁ ଅନୁମୋଦନ କରିବାକୁ ଯାଉଛି। ଏହି ବର୍ଷ ଫେବୃଆରୀରେ ଭାରତ ଏବଂ ରୁଷ ୨୦୨୫ ପାଇଁ ପାରସ୍ପରିକ ଆଦାନପ୍ରଦାନ ଲଜିଷ୍ଟିକ୍ସ...
ଆଫଗାନ ପାସପୋର୍ଟ ଧାରକଙ୍କ ଭିସା ସ୍ଥଗିତ କଲା ଆମେରିକା
ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ନିଶ୍ଚିତ କରିଛନ୍ତି ଯେ ଆଫଗାନ ପାସପୋର୍ଟରେ ଯାତ୍ରା କରୁଥିବା ସମସ୍ତ ଲୋକଙ୍କ ପାଇଁ ଭିସା ସ୍ଥଗିତ କରାଯାଇଛି, ଏହି କାର୍ଯ୍ୟାନୁଷ୍ଠାନ ଦୁଇ ନ୍ୟାସନାଲ ଗାର୍ଡ...
ବିଜେଡି ନେତା ମନ୍ମଥ ରାଉତରାୟଙ୍କ ନାଁରେ ଥାନାରେ ମାମଲା ରୁଜୁ
ବିଜେଡି ନେତା ମନ୍ମଥ ରାଉତରାୟଙ୍କ ନାମରେ ମାମଲା ରୁଜୁ। ମନ୍ମଥଙ୍କ ବିରୋଧରେ ଭୁବନେଶ୍ୱର ସାଇବର ଥାନା ମାମଲା ରୁଜୁ କରିଛି । ବିଜେପି ଲିଗାଲ ସେଲ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି...


















