ଇସ୍ରୋକୁ ବଡ଼ ସଫଳତା ; ପ୍ରଥମ ଏୟାର ଡ୍ରପ୍ ଟେଷ୍ଟର ସଫଳ ପରୀକ୍ଷଣ
ଭାରତର ମହାକାଶ ଯାତ୍ରାରେ ଯୋଡ଼ି ହୋଇଛି ଆଉ ଏକ ନୂତନ ଅଧ୍ୟାୟ । ISRO ଗଗନଯାନ ମିଶନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଏୟାର ଡ୍ରପ୍ ପରୀକ୍ଷଣ (IADT-01) ସଫଳତାର ସହ ସମାପ୍ତ ହୋଇଛି। ଏହି ପରୀକ୍ଷଣରେ, ପାରାଚୁଟ୍-ଆଧାରିତ ପ୍ରଣାଳୀର...
ୟୁକ୍ରେନ ର ଡ୍ରୋନ ଆଟାକ ରେ ଋଷ୍ ର ପରମାଣୁ ପ୍ଲାଣ୍ଟ ରେ ନିଆଁ
ୟୁକ୍ରେନ୍ ଓ ଋଷ ଯୁଦ୍ଧ ଭିତରେ ଶାନ୍ତି ପ୍ରତିଷ୍ଠା ପାଇଁ ହେଉଥିବା ପ୍ରୟାସ ବିଫଳ ହେଉଛି । ରବିବାର ୟୁକ୍ରେନ୍ ୩୪ତମ ସ୍ଵାଧୀନତା ଦିବସ ପାଳୁଥିବା ବେଳେ ଋଷର ପରମାଣୁ କେନ୍ଦ୍ର ଉପରେ ହୋଇଛି ଡ୍ରୋନ୍ ଆକ୍ରମଣ । ଏହି...
ଓଡ଼ିଶା ପାଇଁ ଦିଲ୍ଲୀ ରେ ବସିବ ବୈଠକ
ଆସନ୍ତାକାଲି ଦିଲ୍ଲୀରେ ବସିବାକୁ ଯାଉଛି ରାଜ୍ୟ କଂଗ୍ରେସର ବଡ଼ ବୈଠକ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡିଶା ନେତାଙ୍କୁ ନେଇ କରିବେ ବୈଠକ । ସାଂଗଠନିକ ସ୍ଥିତି ମଜଭୁତ ସହ ରାଜ୍ୟରେ ଆଗାମୀ ରଣନୀତି କ'ଣ ରହିବ, ସେନେଇ...
ଟ୍ରମ୍ପଙ୍କ ସ୍ପଷ୍ଟ ବାର୍ତ୍ତା – ଋଷିଆ ଓ ଯୁକ୍ରେନ; ତୁମ୍ଭ ବିବାଦ ତୁମ୍ଭେ ସମ୍ଭାଳ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିବାଦରେ । ୟୁକ୍ରେନ୍-ରୁଷିଆ ଯୁଦ୍ଧରେ ସେ ଏବେ ଆଗକୁ ଆସିବେନି ବୋଲି ସୃଷ୍ଟ କରିଥିବାରୁ ଚର୍ଚ୍ଚା ତୀବ୍ର ହୋଇଛି । ଆଲାସ୍କାରେ ତାଙ୍କ ସଭା ଓ ଗୁରୁତ୍ବପୂର୍ଣ୍ଣ ଆଲୋଚନା ପରେ, ତୁରନ୍ତ...
ବିଧାୟକଙ୍କ ଘରୁ ଜବତ ହେଲା ବାରକୋଟି
କର୍ଣ୍ଣାଟକର କଂଗ୍ରେସ ବିଧାୟକ କେ.ସି. ବୀରେନ୍ଦ୍ରଙ୍କୁ ଗିରଫ କରିଛି ଇଡି । ଗତ ଦୁଇଦିନ ଧରି ଇଡି ରେଡ୍ କରିବା ବେଳେ ତାଙ୍କ ଘରୁ ନଗଦ 12 କୋଟି ଟଙ୍କା ଜବତ କରିଛି । ଏହି ଟଙ୍କା ମଧ୍ୟରେ ଏକକୋଟି...
ଇଡି ତଦନ୍ତ ପରେ ଏବେ ସିବିଆଇ ଟାର୍ଗେଟରେ ଅନିଲ ଅମ୍ବାନୀ
ସିବିଆଇ ଟାର୍ଗେଟରେ ଅନିଲ ଅମ୍ବାନୀ । ପ୍ରଥମେ ଇଡି ଖୋଳତାଡ କରିବା ପରେ ଏବେ ସିବିଆଇ ତାଙ୍କ ଘରେ ତଲାଶି କରୁଛି । ୧୭,୦୦୦ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ସକାଳ ୭ଟାରୁ ତାଙ୍କ ଘରେ ରେଡ୍...
ଭିଜିଲାନ୍ସ ଜାଲରେ କଟକ ସିଟି ହସ୍ପିଟାଲର ସାହାଣୀ ବାବୁ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର କୁମାର ସାହାଣୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଶୁକ୍ରବାର ତାଙ୍କର ୫ଟି ସ୍ଥାନରେ ଏକକାଳୀନ ଖୋଳତାଡ଼ ପରେ ଶନିବାର ତାଙ୍କୁ ଗିରଫ କରାଯାଇଛି...
ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମେଡିକାଲରୁ ସୁସ୍ଥ ହୋଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନବୀନନିବାସକୁ ଯାଇ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଡିହାଇଡ୍ରେସନ କାରଣରୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ...
ଶ୍ରୀମନ୍ଦିର ରେ ଆରମ୍ଭ ହେବ ଧାଡ଼ି ଦର୍ଶନ
ପୁରୀ ଶ୍ରୀମନ୍ଦିରରେ ଖୁବଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକରେ ହୁଣ୍ଡି ସ୍ଥାନାନୁରଣ ସମ୍ବନ୍ଧୀୟ ନିଷ୍ପତ୍ତି ନିଆଯିବ ଏବଂ ସେଠାରୁ ଗୋଟିଏ ସପ୍ତାହ ମଧ୍ୟରେ...
ବିହାରରୁ ମୋଦୀ ଙ୍କ ବୟାନ
ବିହାର ମାଟିରୁ ମୋଦିଙ୍କ ବଡ଼ ବୟାନ । ବିହାରରେ ନିଆ ଯାଇଥିବା ସଂକଳ୍ପ କେବେ ବ୍ୟର୍ଥ ଯାଏ ନାହିଁ । ପୁଣି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସେନାମୁଖ୍ୟ ଅସୀମ ମୁନିରଙ୍କୁ କଡ଼ା ବର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର...


















