ଅପରେସନ୍ ‘ଗରୁଡ଼’ର ପ୍ରଥମ ସପ୍ତାହରେ ୧୨୯ ଗିରଫ
ରାଜ୍ୟ ପୋଲିସର ‘ଅପରେସନ୍ ଗରୁଡ଼’ ଆରମ୍ଭ ହେବା ପରେ ସଫଳତାର ସହିତ ଆଗକୁ ବଢ଼ୁଛି। ପ୍ରଥମ ସପ୍ତାହରେ ବନ୍ଧୁକ ଚାଲାଣ, ଗଞ୍ଜେଇ ଚାଲାଣ ଓ ନିଶା କାରବାର ମାମଲାରେ ସାରା ରାଜ୍ୟରୁ ୧୨୯ ଜଣକୁ ଗିରଫ କରାଯାଇଛି ବୋଲି ଆଇନ-ଶୃଙ୍ଖଳା...
ଭାରତୀୟ ବାୟୁସେନା ମୁଖ୍ୟଙ୍କ ବୟାନ; ପାକିସ୍ତାନ କହିଲା ମିଛ କହୁଛି ଭାରତ
ଗତ ମେ'ରେ ହୋଇଥିବା ‘ଅପରେସନ ସିନ୍ଦୂର’ ସମୟରେ ଭାରତୀୟ ବାୟୁସେନା, ପାକିସ୍ତାନର ୫ଟି ଯୁଦ୍ଧ ବିମାନ ଓ ଗୋଟିଏ ପ୍ରାକ୍-ସତର୍କତା ବିମାନକୁ ଧ୍ବଂସ କରିଥିବା ଦାବି କରିଛନ୍ତି ବାୟୁସେନା ର ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ। କିନ୍ତୁ...
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣାରୁ ହଟୁନି ପରଦା
ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡିବା ଘଟଣାକୁ ୪ ଦିନ ହୋଇସାରିଲା, କିନ୍ତୁ ପୁଲିସ ଏପର୍ଯ୍ୟନ୍ତ ସତ୍ୟ କଣ ଖୋଜିପାରିନାହାନ୍ତି । ଆତ୍ମହତ୍ୟା ଉପରେ ସନ୍ଦେହ ରହିଥିବାବେଳେ, ଚାରିପାଖର ପରିସ୍ଥିତି ରହସ୍ୟକୁ ଆହୁରି ଗମ୍ଭୀର କରୁଛି ।
ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ଘଟଣା...
ପୁଣି ଜଣେ ଛାତ୍ରୀ ନିର୍ଯାତନା ସହି ନପାରି ହାରିଲେ ଜୀବନ
ନବରଙ୍ଗପୁରରେ ନର୍ସିଂ ଛାତ୍ରୀ ବିଷ ପିଇବା ପରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହାରିଲେ । ଏମ୍ସରେ ଚିକିତ୍ସା ସମୟରେ ଶେଷ ନିଶ୍ୱାସ ନେଲେ ଛାତ୍ରୀ । ଶାରୀରିକ ଓ ମାନସିକ ନିର୍ଯାତନାରେ ସହି ନପାରି ବିଷ ପାନ କରିଥିବା...
ଗଙ୍ଗା ଯମୁନା ନଦୀ ର ପ୍ରଳୟ ରୂପ;୭୦ ହଜାର ଲୋକ ବାସହୀନ
ନଦୀ ଯେବେ ରୂଷେ, ତା’ର ପ୍ରକୋପରେ ମାନବ ଜୀବନ ଦୁର୍ବିଷହ ହୋଇପଡ଼େ । ସେହି ଦୃଶ୍ୟ ଏବେ ପ୍ରୟାଗରାଜରେ ଦେଖାଯାଉଛି । ଗାଁରୁ ସହର ପର୍ଯ୍ୟନ୍ତ ସବୁଠି ଜଳର ସମାଧି, ବୁଡ଼ିଛି ରାସ୍ତା, ବଜାର, ସ୍କୁଲ-କଲେଜ, ମନ୍ଦିର-ମସଜିଦ୍ । ବଡ଼...
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ଝିଅକୁ ଦିଆଯାଉଥିଲା ଚେଙ୍କ
ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ମୃତ୍ୟୁ କାଣ୍ଡରେ ପୋଲିସ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଗିରଫ କରିଛି । ପ୍ରମୋଦଙ୍କ ମାଆ ଶାନ୍ତିଲତା ବେହେରା ଅଭିଯୋଗ କରିଛନ୍ତି ଯେ ପୁଅକୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି ଏବଂ ଘଟଣାରେ ସେ...
ପ୍ରତ୍ୟାହୃତ ହେଲା ଆୟକର ବିଲ୍ – ୨୦୨୫, ଅଗଷ୍ଟ ୧୧ରେ ଆସିବ ନୂଆ ବିଧାୟକ
କେନ୍ଦ୍ର ସରକାର ଆୟକର ବିଲ୍ 2025 ପ୍ରତ୍ୟାହାର କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଏହି ପ୍ରସ୍ତାବ ରାଖିଥିଲେ। ଗତ ଫେବୃୟାରୀରେ ଲୋକସଭାରେ ପ୍ରସ୍ତୁତ ହୋଇଥିବା ଏହି ବିଲ୍ରେ 1961 ଆୟକର ଆଇନକୁ ବଦଳାଇବାକୁ ଯୋଜନା ଥିଲା। ବଦଳିତ ଆକାରରେ...
ପଟ୍ଟାମୁଣ୍ଡାଇ ଯୁବତୀ ପୋଡ଼ି ଘଟଣା; ପୁରୁଷ ବନ୍ଧୁଙ୍କୁ ଧରିଲା ପୋଲିସ
କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁକାଣ୍ଡରେ ନୂଆ ଅପଡେଟ୍ — ଆତ୍ମହୁତି ଦେଇଥିବା ଛାତ୍ରୀ ଙ୍କ ପୁରୁଷ ବନ୍ଧୁଙ୍କୁ ଚେନ୍ନାଇରୁ ଧରି ଆଣିଛି ପୋଲିସ। ଆଶା କରାଯାଉଛି, ଶୀଘ୍ର ହିଁ ମୃତ୍ୟୁର ରହସ୍ୟ ଖୋଲିପଡ଼ିବ। ଗତକାଲି ପଟ୍ଟାମୁଣ୍ଡାଇରେ ଛାତ୍ରୀଙ୍କ ଶେଷକୃତ୍ୟ ହୋଇଥିଲା। ପୋଷ୍ଟମର୍ଟମ...
ଦଶ ବର୍ଗଫୁଟ ଘରେ ଅଶୀଜଣ ଭୋଟର : ରାହୁଲଙ୍କ ବିସ୍ଫୋରକ ତଥ୍ୟ
ଭୋଟର ଜାଲିଆତିକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅନୁସନ୍ଧାନରୁ ବାହାରିଛି ବିସ୍ଫୋରକ ତଥ୍ୟ । ମାତ୍ର ଦଶ ବର୍ଗଫୁଟ ଘର ଠିକଣାରେ ଅଶୀଜଣ ଭୋଟରଙ୍କ ନାଁ ପଂଜିକୃତ ହେବା ତଥ୍ୟ ଦେଶରେ ଚାଲିଥିବା ଭୋଟର ଜାଲିଆତିକୁ ସ୍ପଷ୍ଟ...
ମାଧୁରୀ ଦିକ୍ଷିତ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସଡର୍
ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ନେନେ ଓଡ଼ିଶାର ହସ୍ତତନ୍ତ ଶିଳ୍ପ ପାଇଁ ବ୍ରାଣ୍ଡ୍ ଆମ୍ବାସଡର୍ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ଘୋଷଣା ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏକତା କାର୍ଯ୍ୟକ୍ରମରେ କରାଯାଇଛି। ମାଧୁରୀ ଏହି ଭୂମିକାରେ ଏକ...


















