ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଭୟଙ୍କର ଯୁଦ୍ଧ
ପୁଣି ଆଉ ଏକ ଭୟଙ୍କର ଯୁଦ୍ଧର ଆରମ୍ଭ । ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଭୟଙ୍କର ଯୁଦ୍ଧ ସ୍ଥିତି । ଦୁଇ ଦେଶ ମଧ୍ୟରେ ଥିବା ସୀମା ବିବାଦ ବିପଜ୍ଜନକ ରୂପ ନେଇଛି । ସୀମାରେ ଗୁଳିବିନିମୟ ପରେ ଫାଇଟର...
ମାଳଦ୍ଵୀପରେ ମୋଦିଙ୍କୁ ଭବ୍ୟ ସ୍ଵାଗତ
ମାଳଦ୍ବୀପର ଭାଲେନା ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାରମ୍ପରିକ ନୃତ୍ୟ ଗୀତରେ ଭବ୍ୟ ସ୍ବାଗତ କରାଯାଇଛି । ବିମାନ ବନ୍ଦରରେ ଉପସ୍ଥିତ ରହି ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ...
ଜଗତସିଂହପୁର ଜିଲ୍ଲାରେ ନାବାଳିକାକୁ ଗଣଦୁଷ୍କର୍ମ
ଜଗତସିଂହପୁର ଜିଲ୍ଲାରେ ଆଉ ଏକ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । କୁଜଙ୍ଗ ଥାନାରେ ଅଭିଯୋଗ ପରେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ । ଘଟଣାଟି ଯେତିକି ସାଂଘାତିକ, ସେତିକି ଲଜ୍ଜାଜନକ । ଜଣେ ୧୫ ବର୍ଷର ନାବାଳିକାକୁ...
ୟୁଏଇରେ ହେବ ଏସିଆ କପ୍
ବିସିସିଆଇ ୨୦୨୫ ଏସିଆ କପ୍ ଟି-୨୦ ଟୁର୍ନାମେଣ୍ଟକୁ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବାକୁ ରାଜି ହୋଇଛି । ଢାକାରେ ଅନୁଷ୍ଠିତ ଏସୀୟ କ୍ରିକେଟ ପରିଷଦ ଏସିସିର ବୈଠକରେ ଏହି ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ଆଲୋଚନା ହୋଇଛି । ସୂତ୍ରରୁ ଜଣାପଡ଼ିଛି ଯେ,...
ଏମ୍ସରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର ଆରମ୍ଭ
ଦିଲ୍ଲୀ ଏମ୍ସ ରେ ବଳଙ୍ଗା ପୀଡିତାଙ୍କ ଅସ୍ତ୍ରୋପଚାର ଆରମ୍ଭ ହୋଇଛି । ଏନେଇ ସୂଚନା ଦେଲେ ପରିବାର ଲୋକେ । ସକାଳ 10 ଟାରେ ଅପରେସନ ଥିଏଟରକୁ ଯାଇଥିବା ନେଇ ସୂଚନା ରହିଛି । ସ୍କିନ grafting ପାଇଁ...
ଟ୍ରାକରୁ ଖସିଲା ଶାଲିମାର ଏକ୍ସପ୍ରେସ
ଟ୍ରେନ୍ ଛାଡିବାର ୪ ମିନିଟରେ ଟ୍ରାକରୁ ଖସିଲା ଟ୍ରେନ୍ । ଦୁର୍ଘଟଣାଗ୍ରସ୍ତ ହେଲା ଶାଲିମାର ଏକ୍ସପ୍ରେସ । ଟ୍ରେନ ନମ୍ବର- ୨୦୮୩୧ ମହିମା ଗୋସାଇଁ ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ତେବେ ସବୁଠାରୁ ବଡ଼ କଥା...
ଛାତ୍ରୀ ସୁରକ୍ଷାକୁ ନେଇ ସରକାର ସଚେତନ; ସମସ୍ତ ବିଦ୍ୟାଳୟରେ ଲାଗିବ ସିସିଟିଭି କ୍ୟାମେରା
ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ସିସିଟିଭି କ୍ୟାମେରା ଲଗାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଚାରବିମର୍ଶ ଚାଲିଥିବା କଥା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ...
୪ ଦିନିଆ ବିଦେଶ ଗସ୍ତରେ ମୋଦୀ
ଆଜିଠୁ ୪ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଓ ଆସନ୍ତାକାଲି ବ୍ରିଟେନ୍ ଗସ୍ତ ପରେ ଦୁଇ ଦୁନିଆ ମାଳଦ୍ବୀପ ଗସ୍ତ କରିବେ । ଆସନ୍ତା ୨୬ରେ ମାଳଦ୍ବୀପ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ...
୬୨ ବର୍ଷ ପରେ ଅବସର ନେବ ବାୟୁସେନାର ଐତିହାସିକ ଯୁଦ୍ଧବିମାନ ମିଗ୍ ୨୧
ଭାରତୀୟ ବାୟୁସେନା ତା’ର ଐତିହାସିକ ଯୁଦ୍ଧବିମାନ ମିଗ-୨୧କୁ ୬୨ ବର୍ଷର ସେବା ପରେ ଅବସର ଦେବାକୁ ପ୍ରସ୍ତୁତ ହେଉଛି। ଏୟାରଫୋର୍ସ ପକ୍ଷରୁ ସେପ୍ଟେମ୍ବରରେ ମିଗ୍-୨୧ ଲଢ଼ୁଆ ବିମାନର ସେବା ବନ୍ଦ କରିଦିଆଯିବ । ଏହା ସହିତ ସେପ୍ଟେମ୍ବରରେ ଚଣ୍ଡିଗଡ଼ ଏୟାରବେସରେ...
ଚଳିତବର୍ଷର ସସ୍ମିତା ଓ ଅଶ୍ବିନୀ ସ୍ମାରକୀ ମେଧା ପୁରସ୍କାର ପାଇଲେ ମଧୁସ୍ମିତା ବେହେରା ଓ ଆଶୁତୋଷ ମହାପାତ୍ର
ଭୁବନେଶ୍ବର - ଚଳିତବର୍ଷର ସସ୍ମିତା ସ୍ମାରକୀ ମେଧା ପୁରସ୍କାର ମଧୁସ୍ମିତା ବେହେରା ଏବଂ ଅଶ୍ବିନୀ ମହାନ୍ତି ସ୍ମାରକୀ ମେଧା ପୁରସ୍କାର ଆଶୁତୋଷ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିଟ ଏକ ନିରାଡମ୍ବର ଉତ୍ସବରେ ଚଳିତବର୍ଷର ଏହି...


















