ଜଗନ୍ନାଥ ହୋ .. କୁନି, କିଶୋର ପ୍ରତିଭାଙ୍କ ସୁମଧୁର କଣ୍ଠରେ ଭାବ ବିହ୍ବଳ ହେଲେ ଦର୍ଶକ
ଭୁବନେଶ୍ବର - କୁନି କୁନି ପ୍ରତିଭାଙ୍କ ସୁମଧୁର କଣ୍ଠରେ ଶ୍ରୀଜଗନ୍ନାଥ ଭଜନରେ ଝଙ୍କୃତ ହେଉଥିଲା ଗୀତ ଗୋବିନ୍ଦ ଭବନ । କିଏ ଗାଉଥିଲା, 'ଦେଖ ଲୋ ସଙ୍ଗାତ', ତ ଆଉ କିଏ ଗାଉଥିଲା 'ଆସ ଆସ ଜଗନ୍ନାଥ' । କାହା...
ସୁନାରେ ଝଟକିଲେ ସୁନା ଠାକୁର
ମହଣ ମହଣ ସୁନାରେ ଝଟକିଲେ ମହାପ୍ରଭୁ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶରେ ଦର୍ଶନ କରିବା ପାଇଁ ବଡଦାଣ୍ଡ ଜନସମୁଦ୍ର ପାଲଟିଗଲା । ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିଥିଲା ପୁରୀକୁ । କାଳିଆ ସାଆନ୍ତଙ୍କୁ ରଥ ଉପରେ ସୁନାବେଶ ଦର୍ଶନ କରିବା...
ଶୁବମନ ଗିଲ ଭାଙ୍ଗିଲେ ୫୪ ବର୍ଷ ପୁରୁଣା ରେକର୍ଡ
ଟେଷ୍ଟରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଭାରତର ପ୍ରଥମ ଇନିଂସରେ ଶୁବମନ ୨୬୯ ରନ କରିଥିଲେ । ଏବେ ଦ୍ବିତୀୟ ଇନିଂସରେ ବି ଶତକ କରିଛନ୍ତି ଶୁବମନ ଗିଲ୍ । ଶୁବମନ ହେଉଛନ୍ତି...
ବାହାର ଶତ୍ରୁଙ୍କଠୁ ଭିତର ଶତ୍ରୁ ଅଧିକ
ଭୁବନେଶ୍ବର : ସରଳ, ନିଷ୍କପଟ, ଆଦିବାସୀ ନେତା ମୋହନ ମାଝୀ । ମାତ୍ର ରାଜନୀତି ପଶାପାଲିରେ ଏସବୁ ଅର୍ଥହୀନ । ରାଜନୀତି କରିବାକୁ ହେଲେ ମଗଜ ଲଗେଇବାକୁ ହେବ । କାହାର ଚେର କେମିତି କଟା ହେବ ଏବଂ କେମିତି...
ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ
ସାରା ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରବଳ ବର୍ଷା ସାଙ୍ଗକୁ ଭୁସ୍ଖଳନ ଓ ବନ୍ୟା । ଏଭଳି ପ୍ରାକୃତିକ ବିପର୍ଯ୍ୟୟରେ ବିଶେଷ କରି ହିମାଚଳ ପ୍ରଭାବିତ ହୋଇଛି । ଏଠାରେ ପ୍ରକୃତିର ତାଣ୍ଡବରେ ଏବେ ସୁଦ୍ଧା ୭୦ ଜଣଙ୍କ...
ଆମେରିକା ସଂସଦର ଉଭୟ ଗୃହରେ ‘ଓ୍ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ ପାସ୍
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେମସ୍ 'ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍' ପାସ୍ । ଗୁରୁବାର ବିଳମ୍ବିତ ରାତିରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଦ୍ୱାରା ଗୃହୀତ ହୋଇଛି । ଯାହାକୁ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରମୁଖ ସଫଳତା ବୋଲି କୁହାଯାଉଛି...
ଜଗନ୍ନାଥ ପ୍ରଧାନ ଗିରଫ
ଶେଷରେ ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ I ବିଏମସି ବାବୁଙ୍କୁ ମାଡ ମାରିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ସନ୍ଧ୍ୟାରେ ଡିସିପି ଅଫିସ ଯାଇ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇ କୋର୍ଟ...
କାମ ଠପ୍, ଅସହାୟ ମୋହନ
ଭୁବନେଶ୍ବର : ଗତ କିଛିଦିନ ଧରି ଚାଲିଥିବା ଘଟଣାକ୍ରମ ମୋହନ ସରକାର କେତେ ଦୁର୍ବଳ, ତାହା ପ୍ରମାଣିତ କରିବାରେ ଲାଗିଛି । ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ବିଜେପି ନେତାମାନେ ମରଣାନ୍ତକ ମାଡ ମାରିବା ଘଟଣା ପରେ ଓଏଏସ...
ମହାକାଶ ଯିବେ ଆଉ ଜଣେ ଭାରତୀୟ
କିଛି ଦିନ ପୂର୍ବରୁ, ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଆକ୍ସିଅମ୍-୪ ମିସନ୍ ଅନ୍ତର୍ଗତ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ସଫଳତାର ସହ ଯାତ୍ରା କରିଥିଲେ । ଏବେ ଆଉ ଜଣେ ଭାରତୀୟ ଆଇଏସଏସ୍ ଯିବାକୁ ପ୍ରସ୍ତୁତ ହେଉଛନ୍ତି ।...
ଏସିଆ କପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ ହକି ଟିମ୍
ଭାରତ ଆସିବ ପାକିସ୍ତାନ ହକି ଟିମ୍। ଏସିଆ କପ୍ ଖେଳିବାକୁ ଭାରତ ଆସିବ ପାକିସ୍ତାନ ଟିମ୍। ଜୁନିୟର ହକି ବିଶ୍ୱକପ୍ ଖେଳିବାକୁ ବି ଆସିବ। ଏନେଇ ଖେଳ ମନ୍ତ୍ରାଳୟ ତରଫରୁ ସ୍ପଷ୍ଟ କରାଯାଇଛି। କ୍ରୀଡ଼ା ମନ୍ତ୍ରଣାଳୟର ଗୁରୁବାର ଦିନ କହିଛି...


















