ବେଙ୍ଗାଲୁରରେ ଆଇପିଏଲ ସେଲିବ୍ରେସନରୁ ଦଳାଚକଟା, 11 ମୃତ
ଆଇପିଏଲ ଟ୍ରଫି ଜିତିବା ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ଆରସିବିର ସେଲିବ୍ରେସନ । ଖେଳାଳିଙ୍କୁ ଦେଖିବା ପାଇଁ ଏବଂ ବିଜୟ ଉତ୍ସବରେ ସାମିଲ ହେବା ପାଇଁ ଷ୍ଟାଡିୟମ ଭିତରେ ଓ ବାହାରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା ।...
18 ବର୍ଷ ପରେ ପୂରଣ ହେଲା `ବିରାଟଙ୍କ ସ୍ବପ୍ନ
18 ବର୍ଷ ପରେ ପୂରଣ ହେଲା `ବିରାଟଙ୍କ ସ୍ବପ୍ନ । 2025 IPL ଟାଇଟଲ୍ ଜିତିଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଫାଇନାଲରେ ମାତ୍ର 6 ରନରେ ହାରିଲା ପଞ୍ଜାବ କିଙ୍ଗସ୍ । ବିଜୟକୁ ଅବିଶ୍ବସନୀୟ କହିଲେ ବିରାଟ...
ଶ୍ରୀଚୈତନ୍ୟଙ୍କ ସ୍ମାରକୀ ଭଙ୍ଗାକୁ ନେଇ ଅସନ୍ତୋଷ
ଶ୍ରୀ ମନ୍ଦିର ଉତ୍ତରଦ୍ଵାର ପାର୍ଶ୍ବରେ ଥିବା ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ସ୍ମାରକୀ ପାଦପଦ୍ମସ୍ଥଳୀକୁ ଭାଙ୍ଗି ଦିଆଯାଇଥିବାରୁ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦିବ୍ୟାଙ୍ଗ ଭକ୍ତଙ୍କ ସୁବିଧାରେ ଦର୍ଶନ ନିମନ୍ତେ ଶ୍ରୀ ମନ୍ଦିର ଉତ୍ତର ଦ୍ଵାର ଠାରେ...
ବିଶ୍ବ ତମାଖୁ ବର୍ଜନ ଦିବସରେ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ସଚେତନତା ବାର୍ତ୍ତା
ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ ମେ’ ୩୧ ତାରିଖରେ ବିଶ୍ବ ତମ୍ବାଖୁ ବର୍ଜନ ଦିବସ ପାଳନ କରାଯାଏ ।
ତମାଖୁ ସେବନ ଦ୍ବାରା ସ୍ବାସ୍ଥ୍ୟ ପ୍ରତି ହେଉଥିବା ବିପଦ ଓ କ୍ଷତି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା...
ଚାଲିଛି ସର୍ଚ୍ଚ ଅପରେସନ : ୪ ଜଣ ପର୍ଯ୍ୟଟକଙ୍କ ପତ୍ତା ମିଳୁନି
ତିସ୍ତା ନଦୀରେ ଜାରି ରହିଛି ସର୍ଚ୍ଚ ଅପରେସନ୍ ।
ଏବେବି ନିଖୋଜ ଓଡ଼ିଆ ପର୍ଯ୍ୟଟକ ଏଵଂ ମେଡିକାଲରେ ଚାଲିଛି ଇତିଶ୍ରୀଙ୍କ ପୁଅ ଓ ପୁତୁରାଙ୍କ ଚିକିତ୍ସା ।
ରାଜ୍ୟ ବିଜେପି ମହିଳା ନେତ୍ରୀ ଇତିଶ୍ରୀ ଜେନାଙ୍କ ସମେତ ପରିବାରର ୪ ଜଣ...
ଟାଇମ୍ସ ନାଓ ବିଜିନେସ୍ ଏକ୍ସିଲେନ୍ସ ଆୱାର୍ଡ : ସୋଆକୁ ୮ଟି ସମ୍ମାନ ପ୍ରଦାନ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇଞ୍ଜିନିୟରିଂ, ଆଇନ୍ ଏବଂ ମ୍ୟାନେଜମେଂଟ ଶିକ୍ଷାନୁଷ୍ଠାନକୁ ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷା କେନ୍ଦ୍ର ଭାବେ ଟାଇମ୍ସ ନାଓ ବିଜିନେସ୍ ଏକ୍ସିଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି ।
ଟାଇମ୍ସ ନାଓ...
ଆଜି ଯାଏଁ ଭିଜିଲାନ୍ସ କରୁଥିଲା କଣ ?
ଅବସର ଗ୍ରହଣ କରିବାର ଦିନକ ପୂର୍ବରୁ ମାଡି ବସିଲା ଭିଜିଲାନ୍ସ । ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡଙ୍ଗୀ ଭିଜିଲାନ୍ସ ବାବୁଙ୍କ ଆସିବା ଖବର ପାଇ ବିଡା ବିଡା ଟଙ୍କା ଝରକା ବାଟେ ଯେତେ ପାରିଲେ, ବାହାରକୁ ଫୋପାଡିଦେଲେ...
ରଥଯାତ୍ରା ଅବସରରେ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା
ଭୁବନେଶ୍ବର : ରଥଯାତ୍ରା ଅବସରରେ ଓଡିଆ ଡିଜିଟାଲ ଚ୍ୟାନେଲ ତକ୍ଷକ ମିଡିଆ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ ଆୟୋଜନ କରାଯାଉଛି । ଚଳିତବର୍ଷ ଏହି ପ୍ରତିଯୋଗିତା ଦୁଇଟି ରାଉଣ୍ଡ ଯଥା- ଅଡିସନ...
ଉତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ଅବପାତରେ ପରିଣତ ହୋଇପାରେ: ସିଇସି
ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ଉତର-ପଶ୍ଚିମ ବଙ୍ଗୋପସାଗର ଉପରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଯାହାକି ପରବର୍ତୀ ସମୟରେ ଅବପାତରେ ପରିଣତ ହୋଇ ଉତର-ପୂର୍ବ ଦିଗରେ ଗତି କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)...
ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଞ୍ଜିଲାଲକୁ ଆଜୀବନ ଜେଲଦଣ୍ଡ
ଦୀର୍ଘ ସାତବର୍ଷ ପରେ ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି । ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏଥିସହିତ ୫୦ ହଜାର ଟଙ୍କାର ଜୋରିମାନା...


















