ୟଙ୍ଗ ଅଡିଅନ୍ସଙ୍କୁ ପାଗଳ କରିଛି ‘ଜଲେବି’
ବଲିଉଡ ପ୍ରଯୋଜକ ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ପ୍ରଡକ୍ସନ ହାଉସରେ ନିର୍ମାଣ କରାଯାଇଥିବା ଅପକମିଂ ଫିଲ୍ମ ‘ଜଲେବି’ର ନ୍ୟୁ ପୋଷ୍ଟର ରିଲିଜ ହୋଇଛି । ଏହି ଫିଲ୍ମର ପୋଷ୍ଟର ଦେଖି ଏବେଠୁ ଦିୱାନା ହେଲେଣି ଦର୍ଶକେ । ଏହି ପୋଷ୍ଟରରେ...
ମନ୍ଦିରରେ ପ୍ରସାଦ ସହ ମିଳେ ରକ୍ତ ଭିଜା କପଡା
ଆସାମର ଗୁଆହାଟୀ ସହରରେ ଥିବା ଦେବୀ ସତୀଙ୍କ ମନ୍ଦିର 52 ଟି ଶକ୍ତି ପୀଠ ମଧ୍ୟରୁ ଗୋଟିଏ. କାମାକ୍ଷାରୁ 10 କିମି ଦୂର ନୀଳାଞ୍ଚଳ ପର୍ବତ ଉପରେ ଏହା ଅବସ୍ଥିତ. ଏହି ମନ୍ଦିରକୁ 3 ଟି ଭାଗରେ ନିର୍ମାଣ କରାଯାଇଛି....
ବାଇକକୁ ଧକ୍କା ଦେଲା ବସ୍: ଚାଲିଗଲା ମହିଳାଙ୍କ ଜିବନ
ବସ୍ ଓ ବାଇକ୍ ମୁହାଁ ମୁହିଁ । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅ ଓ ଜ୍ୱାଇଁ ଆହତ ହୋଇଛନ୍ତି । ଏଭଳି ଦୂର୍ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କଲେଜ ଛକରେ ଘଟିଛି । ଶୁକ୍ରବାର ସକାଳେ ବସଟି...
ଫର୍ଜି ମେସେଜ ପଠଉଥିବା ବ୍ୟକ୍ତି ସାବଧାନ
ହ୍ୱାଟସାପରେ ଆସୁଥିବା ଫର୍ଜି ମେସେଜକୁ ରେଡିଓ ମାଧ୍ୟମରେ ରୋକ ଲଗାଯିବ । କମ୍ପାନୀର ପ୍ରଚାରକ କହିବା ଅନୁସାରେ ଦେଶର ବିଭିନ୍ନ ରାଜ୍ୟରେ ରେଡିଓ ମାଧ୍ୟମରେ ପ୍ରଚାର ଆରମ୍ଭ କରାଯିବ । ଏହି ଅଭିଯାନରେ ଲୋକଙ୍କୁ ‘ଫରଓାଡ’ ମେସେଜ୍ କରୁଥିବା ବ୍ୟକ୍ତିଙ୍କୁ...
ପ୍ରେମ ପାଇଁ ଚାରି ହଜାର ପୋଷ୍ଟର
ପଶ୍ଚିମବଙ୍ଗରେ ଭଲପାଇବାକୁ ପାଇଁବା ପାଇଁ ଏକ ହଇରାଣ କରିଦେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି. ଜୋକାରେ ରହୁଥିବା ଜଣେ ସରକାରୀ କର୍ମଚାରୀ ଟ୍ରେନରେ ଯାଉଥିଲା ବେଳେ ତାଙ୍କୁ ଟ୍ରେନରେ ବସିଥିବା ଜଣେ ଝିଅ ସହ ପ୍ରେମ ହୋଇଯାଇଥିଲା. ତେବେ ଏହି...
ଅଳ୍ପକେ ବର୍ତ୍ତିଲା ଭିଲମପୁରମ-ଖଡଗପୁର ସୁପରଫାର୍ଷ୍ଟ ଏକ୍ସପ୍ରେସ
ବ୍ରହ୍ମପୁର ରେଳ ଷ୍ଟେସନରେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏକ୍ସପ୍ରେସ ଟ୍ରେନ । ଭିଲପୁରମ-ଖଡଗପୁର ସୁପରଫାର୍ଷ୍ଟ ଏକ୍ସପ୍ରେସରେ ଗୁରୁବାର ନିଆଁ ଲାଗିଯାଇଥିଲା । ବ୍ରହ୍ମପୁର ଷ୍ଟେସନରେ ପହଁଞ୍ଚିବା ପୂର୍ବରୁ ଟ୍ରେନରୁ ବହୁତ ଜୋରରେ ନିଆଁ ବାହାରିଥିଲା । ଏକ୍ସପ୍ରେସ ଏସ୍-୩...
ନାସା ଆଷ୍ଟ୍ରୋନଟଙ୍କ ଇସ୍ତଫା
50 ବର୍ଷ ପରେ ପ୍ରଥମଥର ଏପରି ହୋଇଛି ଯେ ଜଣେ ଅନ୍ତରୀକ୍ଷ ଯାତ୍ରୀ ନାସାରୁ ଇସ୍ତଫା ଦେଇଛନ୍ତି. ରାବ କୁଲୀନ ନାମକ ଜଣେ ଅନ୍ତରୀକ୍ଷ ଯାତ୍ରୀ ପ୍ରଶିକ୍ଷଣ ସମୟରେ ନିଜର ଇସ୍ତଫା ଘୋଷଣା କରିଛନ୍ତି. ଯଦିଓ ଜଣେ ଅନ୍ତରୀକ୍ଷଯାତ୍ରୀଙ୍କୁ ଟିମରେ...
ମରିବା ପୂର୍ବରୁ ସାପକୁ ଖଣ୍ଡ ଖଣ୍ଡ କଲେ ମହିଳା
ମରିବା ପୂର୍ବରୁ ସାପକୁ ଖଣ୍ଡ ଖଣ୍ଡ କଲେ ମହିଳା . ଏ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ. ହେଲେ କଥାଟି ପୁରାପୁରି ସତ. ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ଗେବରା ବସ୍ତୀର ଧରମପୁରରେ. ଦିଲକୁମ୍ବର ନାମ୍ନୀ...
ନନ୍ଦନକାନନରେ ଆଫ୍ରିକୀୟ ସିଂହର ମୃତ୍ୟୁ
ନନ୍ଦନକାନନରେ ୮ବର୍ଷର ଆଫ୍ରିକୀୟ ସିଂହର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ସିଂହଟି ଅସୁସ୍ଥ ଥିଲା । ବୁଧବାର ତାର ଚିକିସôା ଚାଲିଥିବାବେଳେ ସିଂହର ମୃତ୍ୟୁ ଘଟିଛି । ଏହି ଆଫ୍ରିକୀୟ ସିଂହକୁ ୨୦୧୫ ମସିହାରେ ଇସ୍ରାଏଲର ତେଲଆଭିଭରୁ ଅଣାଯାଇଥିଲା ...
କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ଚଢଉ
ପାରଳାଖେମୁଣ୍ଡିରେ ଦୁଇ ପୋଲିସ୍ କନଷ୍ଟେବଲଙ୍କ ଘରେ ଭିଜିଲାନ୍ସର ଚଢଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ୫ଟି ସ୍ଥାନରେ ଚଢଉ କରାଯାଇଥିବା ଜଣାପଡିଛି । ରଞ୍ଜିତ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ୍...






