33.7 C
Bhubaneswar
Friday, July 24, 2026
-Advertisement-

ଚାଲିଛି ଝାରସୁଗୁଡା ଭୋଟ୍

ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ଆଜି ସକାଳୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଚଣ୍ଡ ରୌଦ୍ରତାପ ଭିତରେ ଲୋକେ ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇ ଶୃଙ୍ଖଳାର ସହ ଭୋଟଦାନ କରୁଛନ୍ତି । ସକାଳ ନ'ଟା...

ଖୋଲିବ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ

ରାଜ୍ୟରେ ବଢୁଥିବା ତାପମାତ୍ରାର ମୁକାବିଲା ପାଇଁ ଏସଓପି ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ । ଜିଲ୍ଲା ସ୍ତରରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ଆହୁରୀ ଖରା ବଢିବାକୁ...

ରାଜ୍ୟପାଳଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ

ଜଣେ ମୁଖ୍ୟମନ୍ତ୍ରୀ ହୋଇକି ବି ରାଜ୍ୟପାଳଙ୍କ ପାଦ ଛୁଇଁ ଆଶ୍ରିବାଦ ନେଇଛନ୍ତି ଜଗନମୋହନ l ଯେଉଁ ଫୋଟୋଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି lଭାରତୀୟ ପରମ୍ପରାର ଝଲକ ଦେଖିବାକୁ ମିଳିଛି ଏ ଆଚରଣରେ । ଅବସର ଥିଲା...

ଗାଡି ଲୋନ ସୁଝିବାକୁ କରିଥିଲେ ଅପହରଣ, ୩ ଗିରଫ

ନୟାଗଡର ନାବାଳକ ଅମ୍ରିତ୍ ପାତ୍ର ଅପହରଣ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅମ୍ରିତକୁ ଅପହରଣ କରି ତା ବାପାଙ୍କ ଠାରୁ ଟଙ୍କା ମାଗିବାକୁ ସେମାନେ ଯୋଜନା କରିଥିଲେ । ଗାଡି ଲୋନ ସୁଝିବାକୁ ସେମାନେ ଏପରି...

ବାଂଲାଦେଶକୁ ୧୮୫ ରନର ଟାର୍ଗେଟ

ଆଡିଲେଡ୍ ଗ୍ରାଉଣ୍ଡରେ ଚାଲିଛି ଭାରତ-ବାଂଲାଦେଶ ମ୍ୟାଚ୍ । ବାଂଲାଦେଶକୁ ୧୮୫ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ୨୦ ଓଭରରେ ୬ ୱିକେଟ ହରାଇ ୧୮୪ କଲା ଭାରତ...

ହଜାରେ ଟଙ୍କାରେ ବିମାନ ଯାତ୍ରା

ଜୟପୁର ସହରକୁ ଆରମ୍ଭ ହୋଇଛି ବିମାନ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଏହାର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆ ୱାନ୍ ଏୟାର ବିମାନ ସପ୍ତାହକୁ ୬ ଦିନ ଉଡାଣ ଭରିବ ବୋଲି ସୂଚନା ମିଳିଛି। ...

ଚୀନ୍ ସୀମାରେ ଯୁଦ୍ଧ ବିମାନ ଉଡାଇଲେ ତିନି ଝିଅ

ଚୀନ ସୀମାରେ ଫାଇଟର ଜେଟ୍ ଉଡାଇଛନ୍ତି ଭାରତର ବାହାଦୁର ଝିଅ । ନାରୀ ଶକ୍ତିର ଦମ ଦେଖାଇଛନ୍ତି ତିନି ଝିଅ । ଦୁନିଆର ସବୁଠୁ ଉଚା ଯୁଦ୍ଧକ୍ଷେତ୍ର ସିଆଚିନ୍ ହେଉ କିମ୍ବା ଅରୁଣାଞ୍ଚଳ ପ୍ରଦେଶର ଭୟଙ୍କର ପାହାଡି ଇଲାକା ବିଜୟନଗର...

ବସିଲା ମଟନ୍ ହଣ୍ଡା, କାଲି ହୋଇଥିଲା ସିଲ୍

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଲୋକପ୍ରିୟ କିଶୋର ଭାଇନା ହୋଟେଲକୁ ବୁଧବାର ବିଏମସି ସିଲ୍ କରିଥିଲା । ଏକ୍ସପାଏର ସସ୍ , ଅସ୍ୱାସ୍ଥ୍ୟକର ପରିବେଶ ତଥା ନିମ୍ନ ମାନର ଖାଦ୍ୟ ଦେଖି ଫୁଡ୍ ରେଜିଷ୍ଟ୍ରେସନ ବାତିଲ କରିଦେଇଥିଲା...

ରାଜରାସ୍ତାରେ ଓଡ଼ିଆ ଷ୍ଟାରଙ୍କ ଘର କଳି

ପଦାରେ ପଡ଼ିଲା ଷ୍ଟାରଙ୍କ କଳି। ଓଲିଉଡ୍ ଅଭିନେତା ବାବୁସାନ ମହାନ୍ତିଙ୍କ ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତା ବାବୁସାନଙ୍କ ପତ୍ନୀ ଝଗଡ଼ା କରୁଥିବା ଏକ ଭିଡିଓ ଭାଇରାଲ ହେଉଛି। ରାସ୍ତା ଉପରେ ବାବୁସାନଙ୍କ ସହ...

ସିବିଏସଇ ରେଜଲ୍ଟ ପ୍ରକାଶ

ପ୍ରତିକ୍ଷାର ଅନ୍ତ । ପ୍ରକାଶ ପାଇଛି ସିବିଏସଇ ଦଶମ ପରୀକ୍ଷା ଫଳ । cbse.nic.in ୱେବସାଇଡରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ୨୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଟର୍ମ-୨ ପରୀକ୍ଷା ସହ ଫାଇନାଲ ରେଜଲ୍ଟ ପ୍ରକାଶ...
- Advertisement -

Latest article

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...

cw-check-https://test.com/

cw-check https://test.com

Coronavirus disease 2019

COVID-19 is a contagious disease caused by the coronavirus SARS-CoV-2. In January 2020, the disease spread worldwide, resulting in the COVID-19 pandemic. The symptoms of...