ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା କମଲ ହାସନଙ୍କ ଅଭିନୀତ ଫିଲ୍ମ ବିଶ୍ୱରୂପମ-୨। ଏହି ଫିଲ୍ମଟି ୨୦୧୩ରେ ରିଲିଜ୍ ହୋଇଥିବା ବିଶ୍ୱରୂପମର ଦ୍ୱିତୀୟ ଭାଗ। ଏଥିରେ ମୁଖ୍ୟ ଭୂମିକାରେ ନିଜେ କମଲ ହାସନ ଅଭିନୟ କରିଛନ୍ତି। ଫିଲ୍ମଟି ୨୦୧୩ରେ ରିଲିଜ୍ ହୋଇଥିଲା। ବିଶ୍ୱରୂପମରେ କେତେଗୁଡିଏ ଧାର୍ମିକ ଶଦ୍ଦର ବ୍ୟବହାର କରାଯାଇଥିବାରୁ ଏହାକୁ ତାମିଲନାଡୁରେ ବ୍ୟାନ କରାଯାଇଥିଲା। କିନ୍ତୁ ବିଶ୍ୱରୂପମ-୨ ଏବଂ ବିଶ୍ୱରୂପମ ଫିଲ୍ମ ପରସ୍ପରଠାରୁ ଭିନ୍ନ ଥିବା ଜଣାପଡିଛି। ୧୪୫ ମିନିଟିର ଏହି ଫିଲ୍ମରେ ରହିଛି ଫୁଲ ଆକ୍ସନ ଓ ଦେଶଭକ୍ତିର ଝଲକ। କମଲ ହାସନ ଏଥିରେ ଏଜେଣ୍ଟର ଭୂମିକା ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here