ବଲିଉଡ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଶେଷରେ ନିକ ଜୋନ୍ସଙ୍କ ହାତ ଧରିବେ ବୋଲି ସ୍ପଷ୍ଟ ହୋଇଛି। ମୁମ୍ବାଇରେ ଏମାନଙ୍କ ଏନଗେଜମେଣ୍ଟ ସେରିମୋନି ଆୟୋଜିତ ହୋଇଯାଇଛି। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି ନିର୍ବନ୍ଧ ସମାପନ କରାଯାଇଥିବା ଜଣାପଡିଛି । ଏଥିରେ ବଲିଉଡର କଳାକାରମାନେ ମଧ୍ୟ ଯୋଗ ଦେଇଥିଲେ। ପ୍ରିୟଙ୍କା ଏବଂ ନିକ ଟ୍ରାଡିସନାଲ ପୋଷାକରେ ନଜର ଆସିଛନ୍ତି।

LEAVE A REPLY

Please enter your comment!
Please enter your name here