ରୋଗରେ ପୀଡିତ ଥାଇ ମଧ୍ୟ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଫିଲ୍ମ ସୁଇ ଧାଗାର ପ୍ରମୋସନ କରୁଛନ୍ତି. ବ୍ୟକ୍ତିଗତ ଓ ବ୍ୟବସାୟିକ ଜୀବନକୁ ସନ୍ତୁଳିତ ରଖିବା ପାଇଁ ଅନୁଷ୍କା ହେଉଛନ୍ତି ଏକ ଆଦର୍ଶ ଉଦାହରଣ. ନିଜ ଆଗାମୀ ଫିଲ୍ମ ସୁଇଧାଗା ର ପ୍ରମୋସନରେ ବ୍ୟସ୍ତ ଥାଇ ମଧ୍ୟ ସେ ବିରାଟଙ୍କ ପାଇଁ ସମୟ ବାହାର କରୁଛନ୍ତି. ରିପୋର୍ଟ ଅନୁସାରେ, ଅନୁଷ୍କା ବର୍ତ୍ତମାନ ବୁଲଗିଂ ଡିସ୍କ ରୋଗରେ ପୀଡିତ ଅଛନ୍ତି ଏବଂ ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି. ହେଲେ ଅନୁଷ୍କା ବିଶ୍ରାମ କରିବା ପରିବର୍ତ୍ତେ ଫିଲ୍ମର ପ୍ରମୋସନ କରୁଛନ୍ତି..

LEAVE A REPLY

Please enter your comment!
Please enter your name here