ଅଭିନେତା ସୁନିଲ୍ ସେଠୀ ନିଜର ଚମତ୍କାର ଅଭିନୟ ବଳରେ ବଲିଉଡରେ ଯେମିତି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିପାରିଛନ୍ତି, ବ୍ୟବସାୟରେ ବି ସେମିତି ସଫଳ ହୋଇଛନ୍ତି. 110ଟି ସିନେମାରେ ନିଜ ଅଭିନୟର ଯାଦୁ ଦେଖାଇଥିବା ସୁନିଲ ଗୋଟିଏ ବର୍ଷରେ ଶହେ କୋଟି ପର୍ଯ୍ୟନ୍ତ ବ୍ୟବସାୟ କରିଛନ୍ତି . ମୁମ୍ବାଇରେ ଥିବା ତାଙ୍କର ବାର୍ ଓ ରୋଷ୍ଟୋରାଁ ର ନାମ ଏଚ୍20 ଯାହାକେବଳ ସେଲିବ୍ରିଟିଙ୍କ ପାଖରେ ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବେଶ୍ ପରିଚିତ. ଏହାକୁ ଛାଡିଦେଲେ ସୁନିଲଙ୍କର ସାଉଥ୍ ରେ ମଧ୍ୟ ଗୋଟିଏ ରେଷ୍ଚୋରାଁ ଅଛି ଯେଉଁଥିରେ ସାଉଥର ସ୍ପେଶାଲ୍ ଖାଦ୍ୟ ଉଡ୍ଡୁପି ମିଳେ . ତେବେ ଏ ସବୁକୁ ବାଦ୍ ଦେଲେ ସୁନିଲଙ୍କର ନିଜର ଗୋଟିଏ ବୁଟିକ୍ ସପ୍ ଓ ପପ୍ କର୍ନ୍ନ ନାମରେ ଏକ ପ୍ରଡକ୍ସନ୍ ହାଉସ ମଧ୍ୟ ରହିଛି .

LEAVE A REPLY

Please enter your comment!
Please enter your name here