ଗୋଲ୍ଡେନ ଗ୍ଲୋବ ୨୦୨୩ରେ RRRର ଜଲୱା । ବେଷ୍ଟ ଅରରିଜିନାଲ ସଙ୍ଗ ଆୱାଡ ପାଇଲା ନାଟୁ ନାଟୁ । ବକ୍ସ ଅଫିସରେ ସୁପରଡୁପର ହୋଇଥିବା ରାଜମୌଲିଙ୍କ ଏହି ଫିଲ୍ମ ପୁରା ବିଶ୍ୱରେ ପ୍ରଶଂସା ସାଉଁଟିଛି । ଆମେରିକାରେ ଚାଲିଥିବା ଗୋଲ୍ଡେନ ଗ୍ଲୋବର ୮୦ ତମ ସଂସ୍କରଣରେ ନାଟୁ ନାଟୁକୁ ବେଷ୍‌ଟ ଅରିଜିନାଲ ସଙ୍ଗ ଆୱାର୍ଡ ମିଳିଛି । ଲିଜେଣ୍ଡେରୀ ମ୍ୟୁଜିକ କମ୍ପୋଜର ଏମଏମ କେରାବନୀ ଷ୍ଟେଜ ଉପରେ ଆୱାର୍ଡ ଗ୍ରହଣ କରିଥିଲେ । ଆୱାର୍ଡ ଉତ୍ସବରେ ଉପସ୍ଥିତ ଥିଲେ ଷ୍ଟାରକାଷ୍ଟ ଜୁନିଅର ଏନଟିଆର, ରାମଚରଣ ଓ ନିର୍ଦ୍ଦେଶକ ଏସଏସ ରାଜମୌଲି ।

LEAVE A REPLY

Please enter your comment!
Please enter your name here