ମୁମ୍ବାଇ ସମୁଦ୍ର କୁଳରେ ଏବେ ବ୍ଲୁ ବଟଲ ଜେଲିଫିଶ୍ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇ ଦେଇଛି । ଏହି ବିଷଧର ଜେଲିଫିଶ୍ ଏବେ ସମୁଦ୍ର ଉପକୂଳ ବୁଲିବାକୁ ଆସୁଥିବା ଲୋକଙ୍କୁ ଟାର୍ଗେଟ କରିଛି । ବ୍ଲୁ ବଟଲ ଜେଲିଫିଶ୍ ଆକ୍ରମଣରେ ୧୫୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଏହି ବ୍ଲୁ ବଟଲ ଜେଲିଫିସ୍ ସଂଶ୍ପର୍ସରେ ଆସିବା  ପରେ  ଦେହ କୁଣ୍ଡାଇ ହେବା ସହ ଦରଜ ହୋଇଯାଇଥାଏ । ତେବେ ଚଳିତ ବର୍ଷ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଖାଲି ମଣିଷ ନୁହଁନ୍ତି ଏଗୁଡିକ ମାଛ ମାନଙ୍କୁ ମଧ୍ୟ ମାରିଦେଉଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here