ଅଭିଜିତ୍ ଆୟରଙ୍କ ଅନ୍ତରୀଣ ସୁରକ୍ଷା ବୃଦ୍ଧି କଲେ ସୁପ୍ରିମକୋର୍ଟ । ଅକ୍ଟୋବର 5 ତାରିଖ ଯାଏ ଏହି ଅବଧି ବୃଦ୍ଧି କରାଯାଇଛି । ଆୟର ଯଦି ହାଇକୋର୍ଟ ଯାଆନ୍ତି ତେବେ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଜିତଙ୍କ ଓକିଲ ଜତିନ୍ଦର ଚୌଧୁରୀ ଏହି  ସଂପର୍କରେ ସୂଚନା ଦେଇଛନ୍ତି। ଓଡ଼ିଶା ପୁଲିସ ଦ୍ୱାରା ଗିରଫ କରିବା ପରେ ଜାମିନରେ ଯାଇଥିଲେ ଆୟର।

LEAVE A REPLY

Please enter your comment!
Please enter your name here