ପାକିସ୍ତାନ ନିର୍ବାଚନରେ ଇମ୍ରାନ ଖାଁଙ୍କ ରାଜନୈତିକ ଦଳ ପିଟିଆଇ (ପାକିସ୍ତାନ ତେହରିକ୍ ଇ-ଇନସାଫ) ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍ ନମ୍ବର ଠାରୁ ଦୂରରେ ଥିବା ବେଳେ ୨୮ ଜଣ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ମିଳିଛି । ଇମ୍ରାନଙ୍କ ପାଖରେ ଏବେ ମୋଟ୍ ସଦସ୍ୟଙ୍କ ସଂଖ୍ୟା ୧୪୪ରେ ପହଞ୍ଚିଛି । ଅଗଷ୍ଟ ୧୫ କିମ୍ବା ୧୬ରେ ଶପଥ ନେବାର ସମ୍ଭାବନା ଥିବା ଦଳ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here