ସନାତନ ସଂସ୍ଥା ସଦସ୍ୟଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ  । ଏଟିଏମ୍ ଟିମ୍ ପକ୍ଷରୁ ସନାତନ ଧର୍ମ ସହିତ ଜଡିତ ଥିବା ବୈଭବ ରାୱତଙ୍କ ଘରେ ଓ ଦୋକାନରେ ଚଢାଉ କରାଯାଇଛି । ଚଢାଉବେଳେ ବିପୁଳ ପରିମାଣର ଗନ ପାଉଡର ବା ସଲଫର , ୮ଟି ଦେଶୀ ବୋମା , ଡେଟୋନେଟର ଓ କେତେକେ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

 

LEAVE A REPLY

Please enter your comment!
Please enter your name here