ପୁଷ୍କର ସିଂ ଧାମି ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ I ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂ ରାଓ୍ବତ ଗତକାଲି ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଧାମିଙ୍କୁ ବିଧାୟକ ଦଳ ନେତା ମନୋନୀତ କରାଯ଼ାଇଛି I ଦୁଇଥର ବିଧାୟକ ହୋଇଥିବା ଧାମି କେବେ ବି ମନ୍ତ୍ରୀ ହୋଇନାହାଁନ୍ତି I 45 ବର୍ଷୀୟ ଧାମି ହେବେ ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ I

LEAVE A REPLY

Please enter your comment!
Please enter your name here