ଏତେ ବାଦ ବିବାଦ ପରେ ନିଜର ଗୁରୁତ୍ୱ ହରାଇନି ଟ୍ରିପଲ୍ ତଲାକ୍ । ଏମିତି ଏକ ଘଟଣା ଯାହା ଆଜି ବି ସମାଜ ଆଗରେ ଅନେକ ପ୍ରଶ୍ନ ଉଠାଉଛି ।

ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ଫୋନରେ ନିଜ ସ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଟ୍ରିପଲ୍ ତଲାକ୍ ଦେବା ପରେ ମହିଳା ଜଣକ ଏତେ ମର୍ମାହତ ହେଲେ ଯେ ନିଜେ ବିଷ ଖାଇ ଆତ୍ମହତ୍ୟା କଲେ । ଝାଡ଼ଖଣ୍ଡର ପଲାମୁ ଜିଲ୍ଲାରେ ଟ୍ରିପଲ୍ ତଲାକ୍ ର ଘଟଣା ସାମ୍ନାକୁ ଆସିଛି । ମୃତ ମହିଳାଙ୍କର ତିନୋଟି ଛୁଆ ଥିଲେ । ପୋଲିସ କେସ୍ ଦର୍ଜ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୁପ୍ରିମ କୋର୍ଟର ଆଦେଶ ପରେ କେନ୍ଦ୍ର ସରକାର ମଧ୍ୟ ଟ୍ରିପଲ୍ ତଲାକ୍ ଉପରେ ପ୍ରତିବନ୍ଧ ଲଗାଇଥିଲେ ।

 

 

LEAVE A REPLY

Please enter your comment!
Please enter your name here