ଟ୍ୱିଟରର ନୂଆ ମାଲିକ ଟ୍ୱିଟରର ନୂଆ ନୀତି ଘୋଷଣା କରିଛନ୍ତି । ଏହି ଟ୍ୱିଟର ମାଲିକାନା ନେବାପରେ ଏହାକୁ ନୂଆ ରୂପ ଦେବାକୁ ପ୍ରୟାସ କରାଯାଇଛି । ନକରାତ୍ମକ ଏବଂ ଘୃଣାକୁ ପ୍ରୋତ୍ସାହିତ କରୁଥିବା ଟୁଇଟ୍ କୁ ନିୟନ୍ତ୍ରଣ କରାଯିବ । ନକରାତ୍ମକ ଓ ଘୃଣା ସୃଷ୍ଟି କଲା ଭଳି ଟ୍ୱିଟ୍ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏପରି କଲେ ଡିବୁଷ୍ଟ କରିବା ସହ ଡିମୋନେଟାଇଜ୍ କରାଯିବ । ଜଣେ ଖୋଜିବା ପରେ ହିଁ ଟୁଇଟ୍ ପାଇବ । ନହେଲେ ଆପେ ଆପେ ଟୁଇଟ୍ ଆସିବ ନାହିଁ । ନିଜେ ଏଲନ୍ ମସ୍କ ଟ୍ୱିଟ୍ କରି ଏ ନେଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here