ଉତ୍ତରାଖଣ୍ଡର କୋଟ ଗ୍ରାମର ବୁଦା କେଦାର ଅଞ୍ଚଳରେ ଭୁସ୍କଳନ ଘଟି ତିନି ଜଣଙ୍କର ମୃତୁ୍ୟ ଘଟିଛି । ଏଥିରେ ୮ ଜଣ ଲୋକ ଏବେବି ଭଗ୍ନାଂବଶେଷ ତଳେ ଚାପି ହୋଇରହିଥିବା ସନେ୍ଦହ କରାଯାଉଛି । ଏସଡିଆରଏଫ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here