Home News National ଏକାଥରକେ 36 ସାଟେଲାଇଟ ପଠାଇଲା ଇସ୍ରୋ NewsNationalTrending News ଏକାଥରକେ 36 ସାଟେଲାଇଟ ପଠାଇଲା ଇସ୍ରୋ By Takshak Bureau - March 26, 2023 209 0 Facebook Twitter Google+ Pinterest WhatsApp ଏକାସାଙ୍ଗେ ମହାକାଶକୁ 36 ସାଟେଲାଇଟ ପଠାଇ ଇତିହାସ ସୃଷ୍ଟି କରିଛି ଇସ୍ରୋ । ଆଜି ସକାଳ 9 ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଇସ୍ରୋ ଓ୍ବାନ ଓ୍ବେବ – 2 ମିଶନରେ 36ଟି ସାଟେଲାଇଟ ପଠାଇଛି । ଗତ ଅକ୍ଟୋବର 23, 2022ରେ ଇସ୍ରୋ 36ଟି ସାଟେଲାଇଟ ପଠାଇଥିଲା । RELATED ARTICLESMORE FROM AUTHOR National ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍ Big Story ଭାରତୀୟ ସେନା କେତେବେଳେ ବି କରିପାରନ୍ତି ହମଲା National ଆତଙ୍କୀଙ୍କ ଗୁଳିରେ ପର୍ଯ୍ୟଟକ ଟଳିପଡୁଥିବା ଦୃଶ୍ୟ କଏଦ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ମାଲକାନଗିରିରେ ପହଲଗାମ ପ୍ରତିବାଦ Takshak Bureau - April 25, 2025 0 ଜମ୍ମୁ କାଶ୍ମୀର ପହେଲଗାମ ଆତଙ୍କବାଦୀ ହାମଲାରେ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଅତି ନିର୍ମମ ଭାବରେ ଆତଙ୍କୀ ମାନେ ନିର୍ଦ୍ଧୋଷୀ ପର୍ଯ୍ୟଟକଙ୍କ ପ୍ରାଣ ନେଇଛନ୍ତି। ଏଭଳି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼... ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ... ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର Takshak Bureau - November 9, 2024 0 ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର...