ଏକାସାଙ୍ଗେ ମହାକାଶକୁ 36 ସାଟେଲାଇଟ ପଠାଇ ଇତିହାସ ସୃଷ୍ଟି କରିଛି ଇସ୍ରୋ ।

ଆଜି ସକାଳ 9 ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ବନ ମହାକାଶ କେନ୍ଦ୍ରରୁ ଇସ୍ରୋ ଓ୍ବାନ ଓ୍ବେବ – 2 ମିଶନରେ 36ଟି ସାଟେଲାଇଟ ପଠାଇଛି । ଗତ ଅକ୍ଟୋବର 23, 2022ରେ ଇସ୍ରୋ 36ଟି ସାଟେଲାଇଟ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here