ଛତିଶଗଡ ବିଜାପୁରରେ ସୋମବାର ବିଧାନସଭାର ପ୍ରଥମ ପର୍ୟ୍ୟାୟ ମତଦାନ ଚାଲୁଥିବା ବେଳେ ସେଠାରେ କୋବ୍ରା ବାଟାଲିୟନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବନିମୟ ଘଟିଛି। ଏଥିରେ ୫ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଯବାନ ବିପଦମୁକ୍ତ ଅଛନ୍ତି।

LEAVE A REPLY

Please enter your comment!
Please enter your name here