ଝିଅମାନେ ଏନଡିଏ ପରୀକ୍ଷା ଦେଇପାରିବେ । ସେପ୍ଟେମ୍ବର 5 ତାରିଖରେ ହେବାକୁ ଥିବା ଏନଡିଏ ପରୀକ୍ଷା ଦେବା ପାଇଁ ଝିଅମାନଙ୍କୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଲିଙ୍ଗଗତ ବାଛବିଚାର ପାଇଁ ସେନାକୁ
କୋର୍ଟ ଭତ୍ସନା କରିବା ସହ ଆଡମିସନ ସଂପର୍କରେ ପରବର୍ତ୍ତୀ ଶୁଣାଣୀ ସଂପର୍କରେ ରାୟ ଦେବେ ।