Home News National ଜର୍ମାନୀ ଗସ୍ତରେ ରାହୁଲ NewsNational ଜର୍ମାନୀ ଗସ୍ତରେ ରାହୁଲ By Takshak Bureau - August 22, 2018 196 0 Facebook Twitter Google+ Pinterest WhatsApp ଚାରିଦିନିଆ ଜର୍ମାନୀ ଓ ବ୍ରିଟେନ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ. ଏହି ଗସ୍ତରେ ରାହୁଲ ଛାତ୍ରଙ୍କ ସହ ବିଭିନ୍ନ ସମୁଦାୟର ପ୍ରତିନିଧିମାନଙ୍କ ସହ କଥା ହେବେ. ବୁଧବାର ରାହୁଲ ଜର୍ମାନୀ ପହଁଞ୍ଚିବା ପରେ ସେଠାରେ ଛାତ୍ରାମାନଙ୍କ ସହ ଭାରତୀୟ ସମୁଦାୟଙ୍କ ସହ କଥା ହେବେ. ଜର୍ମାନୀରେ ସେ ହେମବର୍ଗରେ ରହିବେ. ଏହାପରେ ସେ 24 ଓ 25 ଅଗଷ୍ଟକୁ ଲଣ୍ଡନ ଯ଼ିବେ. View image on Twitter RELATED ARTICLESMORE FROM AUTHOR National ସ୍ବାମୀଙ୍କୁ ହତ୍ୟା କରି ଆତ୍ମସମର୍ପଣ କଲା ପତ୍ନୀ National ଜୁଲାଇ ୩ରୁ ଅମରନାଥ ଯାତ୍ରା National ଦଳାଚକଟାରେ ଏକମାତ୍ର ପୁଅକୁ ହରାଇଲା ବାପା LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ରାଜ୍ୟରେ ଆଉ 5 କରୋନା ଆକ୍ରାନ୍ତ ଚିହ୍ନଟ Takshak Bureau - May 28, 2025 0 ଭୁବନେଶ୍ବର - ରାଜ୍ୟରେ ଆଉ ପାଞ୍ଚଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପୁଣି ଚିନ୍ତାର... ମାଲକାନଗିରିରେ ପହଲଗାମ ପ୍ରତିବାଦ Takshak Bureau - April 25, 2025 0 ଜମ୍ମୁ କାଶ୍ମୀର ପହେଲଗାମ ଆତଙ୍କବାଦୀ ହାମଲାରେ ୨୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଅତି ନିର୍ମମ ଭାବରେ ଆତଙ୍କୀ ମାନେ ନିର୍ଦ୍ଧୋଷୀ ପର୍ଯ୍ୟଟକଙ୍କ ପ୍ରାଣ ନେଇଛନ୍ତି। ଏଭଳି ଘଟଣାକୁ ବିଭିନ୍ନ ମହଲରେ ଦୃଢ଼... ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ...