ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ସୁନିଲ ଆରୋରା । ମୁଖ୍ୟ ନିର୍ବାଚନ ଓମ୍ ପ୍ରକାଶ ରାୱତଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ପୂବତର୍ନ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁନୀଲ ଅରୋଡା ଦେଶର ୨୩ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଆରୋରାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଏବେ ଅରୋରାଙ୍କ ନେତୃତ୍ୱରେ ୨୦୧୯ ଲୋକସଭା ନିର୍ବାଚନ ପରିଚାଳନା କରାଯିବ ।

LEAVE A REPLY

Please enter your comment!
Please enter your name here