୨୦୨୦ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ବିଶ୍ୱର ସର୍ବୋଚ୍ଚ ପୁରସ୍କାର ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରାଯାଇଛି । ରୋଜର ପେନରୋଜ, ରେନହାଡ, ଗେନଜେଲ ଓ ଆଣ୍ଡରେଆ ଗେଜ୍ ଙ୍କ ନାଁ ଘୋଷଣା କରାଯାଇଛି । ନୋବେଲ କମିଟି ସେକ୍ରେଟେରୀ ଜେନେରାଲ ଏହି ନାଁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here