ବରିଷ୍ଠ ରାଜନେତା ଏନ ଡି ତିୱାରିଙ୍କ ପରଲୋକ । ଦୀର୍ଘଦିନ ଅସୁସ୍ଥ ରହିବା ପରେ ଗୁରୁବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ ନାରାୟଣ ଦତ୍ତ ତିୱାରୀ । ନିଜର ୯୩ତମ ଜନ୍ମତିଥିରେ ଏହି ବରିଷ୍ଠ କଂଗ୍ରେସ ନେତାଙ୍କର ବିୟୋଗ ଘଟିଛି।

LEAVE A REPLY

Please enter your comment!
Please enter your name here