ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଲ୍ୟ ଜୀବନୀ ଉପରେ ଆଧାରିତ କ୍ଷୁଦ୍ର ପ୍ରାମାଣିକ ଫିଲ୍ମ ‘ଚଲୋ ଜିତେ ହେଁ’ ସ୍ଥାନୀୟ ସୋଆ ଅଡିଟୋରିଅମରେ ସ୍କ୍ରିନିଂ ହୋଇଛି। ପୂର୍ବରୁ ରାଷ୍ଟ୍ରପତି ଭବନରେ ଏହାର ସ୍କ୍ରିନିଂ ହୋଇସାରିଥିବାବେଳେ ଓଡିଶାରେ ଏହା ପ୍ରଥମ ସ୍କ୍ରିନିଂ ହୋଇଛି । ୩୨ ମିନିଟର ଏହି ଚଳଚ୍ଚିତ୍ରରେ ପ୍ରଧାନମନ୍ତ୍ରୀଙ୍କ ବାଲ୍ୟ ଜୀବନର ସଂଘର୍ଷକୁ ନିଖୁଣ ଭାବରେ ବର୍ଣ୍ଣନା କରାଯାଇଛି । ଏହି ସର୍ଟ ଫିଲ୍ମ କୌଣସି ପ୍ରଚାରପ୍ରସାର ପାଇଁ ନିର୍ମାଣ କରାଯାଇନଥିବା ସୁଚନା ଦେଇଛନ୍ତି ଏହାର ନିଦେ୍ର୍ଦଶକ ମଙ୍ଗେଶ ହବୱାଲେ । ତେବେ ଏହି ଫିଲ୍ମରେ ମୋଦୀଙ୍କ ଭୁମିକାରେ ଅଭିନୟ କରିଛନ୍ତି ଜଣେ ଶିଶୁ କଳାକାର ଧର୍ଯ୍ୟ ଦର୍ଜି ।

LEAVE A REPLY

Please enter your comment!
Please enter your name here