ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ ମିଶନକୁ ଲାଗିଛି ଶକ୍ତ ଝଟ୍କା । ଶାରଦା ଦୁର୍ନିତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତୃଣମଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜିଙ୍କ ହାତ ଥିବା ନେଇ ସାହା ଦେଇଥିଲେ ମନ୍ତବ୍ୟ । ଏହାକୁ ନେଇ ଅଭିଷେକ କୋଲକାତା ମେଟ୍ରୋ ପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଏକ ମାମଲା ଦାଏର କରିଥିଲେ । ଏହାକୁ ବିଚାର କରି କୋର୍ଟ ପକ୍ଷରୁ ଶାହଙ୍କୁ ସମନ ଜାରି କରାଯାଇଛି । ସେପ୍ଟେମ୍ବର ୨୮ ପୂର୍ବରୁ କୋର୍ଟରେ ହାଜର ହେବାକୁ ନିଦେ୍ର୍ଦଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here