ହାତକୁ ପାୱାର ଆସିବା ପରେ ଏବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଆକ୍ସନ ମୁଡ୍‌ରେ ଅଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ରାଜ୍ୟର ୨୬ ଜିଲାପାଳଙ୍କ ସମେତ ୪୨ ଆଇଏଏସ୍‌ ଅଫିସରଙ୍କ ବଦଳି କରିଛନ୍ତି । ପ୍ରଶାସନିକସ୍ତରରେ ସୁଧାର ପାଇଁ ଏପରି କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏବେ ରାଜ୍ୟର ଆଇପିଏସ୍‌ ଅଫସରଙ୍କୁ ବଦଳି କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here