ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ) ଗୁରୁବାର ପିଏସଏଲଭି-ସି43 ର ସଫଳ ଉତକ୍ଷେପଣ କରିଛି. ଯେଉଁଥିରେ ହାଇସିସ୍ ଭଳି ବିଶେଷ ଧରଣର ଉପଗ୍ରହକୁ ଅନ୍ୟ 8ଟି ଦେଶର ଉପଗ୍ରହ ସହ ଉତକ୍ଷେପଣ କରାଯାଇଛି. ତେବେ ଏହାର ଉତକ୍ଷେପଣ ପାଇଁ ବୁଧବାର ଭୋର୍ 5.58 ମିନିଟ୍ ରେ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା ଏବଂ ଏହାକୁ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନରୁ ଗୁରୁବାର ସକାଳ 9.58 ମିନିଟ୍ ରେ ଉତକ୍ଷେପଣ କରାଯାଇଛି. ଏହାର ଓଜନ 380 କି.ଗ୍ରା ରହିଛି.

LEAVE A REPLY

Please enter your comment!
Please enter your name here