କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟସେବା ତଦାରଖ । ଆଜି ସକାଳେ ହଠାତ୍ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗସ୍ତ କରି ସ୍ୱାସ୍ଥ୍ୟସେବା ସମ୍ପର୍କରେ ବୁଝିଛନ୍ତି । ଡାକ୍ତରଖାନାରେ ପହଁଞ୍ଚିବାବେଳେ ଡାକ୍ତର ନଥିବା ଦେଖିବାକୁ ପାଇଥିଲେ । ଏହାସହିତ ରୋଗୀଙ୍କୁ ଚିକିସôାରେ ଅବହେଳା ହେଉଥିବା ନେଇ ତାଙ୍କ ପାଖରେ ଅଭିଯୋଗ ହେଉଥିଲା । ଡାକ୍ତରଙ୍କ ପାଇଁ କ୍ୱ ାଟର ହୋଇଥିବାବେଳେ ଏଠାରେ ଡାକ୍ତର ରହୁନଥିବା ଦେଖିବାକୁ ପାଇଥିଲେ । ତେବେ ଏଭଳି ସମସ୍ୟାର ସମାଧାନ ଲାଗି ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here